ସଫଳ ବ୍ୟକ୍ତିମାନଙ୍କ ଓଠରେ ସବୁବେଳେ ଦୁଇଟି ଜିନିଷ ଥାଏ ନୀରବତା ଏବଂ ସ୍ମିତହାସ୍ଯ,ହସ ସମସ୍ଯାର ସମାଧାନ ପାଇଁ ଏବଂ ନୀରବତା ସମସ୍ଯାକୁ ଏଡାଇବା ପାଇଁ ।ଅନ୍ତ ହିଁ ପ୍ରାରମ୍ଭ। ବାସନା ହିଁ ମୋହ।ଇଛା ହିଁ ଲୋଭ।ଅପେକ୍ଷା ହିଁ ଦୁଃଖ…ଏକାନ୍ତ ହିଁ ସୁଖ।

Spread the love

ଜୀବନରେ କିଛି ହୁଅ ବା ନ ହୁଅ କିନ୍ତୁ ବୃଦ୍ଧ କାଳେ “ମା ବାପାଙ୍କର” ସାହାରା ନିଶ୍ଚିତ ହୁଅ ।

ସଫଳ ବ୍ୟକ୍ତିମାନଙ୍କ ଓଠରେ ସବୁବେଳେ ଦୁଇଟି ଜିନିଷ ଥାଏ ନୀରବତା ଏବଂ ସ୍ମିତହାସ୍ଯ,ହସ ସମସ୍ଯାର ସମାଧାନ ପାଇଁ ଏବଂ ନୀରବତା ସମସ୍ଯାକୁ ଏଡାଇବା ପାଇଁ ।

ଯିଏ ରାଗରେ ଭୁଲ୍ କରନ୍ତି ସିଏ ବଦଳି ଯାଆନ୍ତି ହେଲେ ଯିଏ ଆତ୍ମଗର୍ବରେ ଭୁଲ୍ କରନ୍ତି ସିଏ କେବେ ବଦଳନ୍ତି ନାହିଁ ।

ଶାରୀରିକ ବଳ ଆଉ ସମ୍ପତ୍ତି ଉପରେ କେବେ ଭରଷା କରିବା କଥା ନୁହେଁ,ରୋଗ ଆଉ ଗରିବୀ ଆସିବାକୁ ବେଶି ସମୟ ଲାଗେ ନାହିଁ ।

          

ଦୁଃଖରେ କାତର ହୁଅ ନାହିଁ ବନ୍ଧୁ,
ଦୁଃଖ ପରେ ଆସେ ସୁଖ।
ଚକାଆଖି ଏଠି ସବୁତ ଦେଖୁଛି,
ବିଶ୍ବାସ ଟିକିଏ ରଖ।

ନିଜକୁ ଖୁସିରେ ରଖିବା ଦାୟିତ୍ବ ନିଜର ହିଁ ଅଟେ,କୌଣସି ଅନ୍ୟ ଲୋକଠାରୁ ଏହାର ଆଶା ରଖିଲେ ଶେଷରେ ଦୁଃଖ ହିଁ ମିଳିବ ।

ଇତିହାସରେ କେବଳ ସେହି ଲୋକମାନଙ୍କର ନାମ ଲେଖାଯାଇଥାଏ,ଯିଏ କଠିନରୁ କଠିନ ପରିସ୍ଥିତିରେ ରହି ମଧ୍ଯ ନିଜ ଲକ୍ଷ୍ଯକୁ ଆଖି ଆଗରେ ରଖି ପ୍ରତ୍ୟେକ ସମସ୍ୟା ଏବଂ କଠିନତର ସମାଧାନ କରି ଲକ୍ଷ୍ଯ ହାସଲ କରିଥାଏ।

ଅନ୍ତ ହିଁ ପ୍ରାରମ୍ଭ। ବାସନା ହିଁ ମୋହ।ଇଛା ହିଁ ଲୋଭ।ଅପେକ୍ଷା ହିଁ ଦୁଃଖ…ଏକାନ୍ତ ହିଁ ସୁଖ।

           

Leave a Reply

Your email address will not be published. Required fields are marked *