ମାଇକ୍ରୋସଫ୍ଟ ଏବେ ଏକ-ଚତୁର୍ଥାଂଶ କର୍ମଚାରୀଙ୍କୁ ଛଟେଇ କରିବାକୁ ଚାଁହୁଛି!
କମ୍ପାନୀ ଟଙ୍କା AI/ Data Centreରେ ନିବେଶ ହେବ।
ଗତ ତିନି ମାସରେ ଲାଭ: ₹୩.୪୩ ଲକ୍ଷ କୋଟି
କମ୍ପାନୀ ବଜାର ମୂଲ୍ୟ: ₹୩୭୬ ଲକ୍ଷ କୋଟି (ଭାରତର GDP= ₹୩୮୬ ଲକ୍ଷ କୋଟି)
କମ୍ପାନୀ CEO ସତ୍ୟ ନଡେଲାଙ୍କ ମାସିକ ମୋଟ ଦରମା: ₹୭୨ କୋଟି











