କେହି ନୁହେଁ //ସବୁ ଲୋକ ଯିଏ ଭୋଅଟ ଜିତନ୍ତିସଭିଏଁ ନୁହଁନ୍ତି ନେତା।ସବୁ ଲୋକ ସିଏ ବ୍ରାହ୍ମଣ ନୁହଁନ୍ତିକାନ୍ଧରେ ଯାର ପଇତା -ସଞ୍ଜୟ ରଥ ଭୁବନେଶ୍ୱର

କେହି ନୁହେଁସବୁ ଲୋକ ଯିଏ ଭୋଅଟ ଜିତନ୍ତିସଭିଏଁ ନୁହଁନ୍ତି ନେତା।ସବୁ ଲୋକ ସିଏ ବ୍ରାହ୍ମଣ ନୁହଁନ୍ତିକାନ୍ଧରେ ଯାର ପଇତା।। ସବୁ ଲୋକ ସିଏ ଧାର୍ମିକ ନୁହଁନ୍ତିମଥାରେ ପିନ୍ଧିଲେ…

Read More
କଥା ଏତିକି , ବାସ୍//ବେତାଳ ପଞ୍ଚବିଂଶତି”ଗପର ମୂଳ ରଚୟିତା ହେଉଛନ୍ତି ୧୧ଶ ଶତାବ୍ଦୀର ମହାକବି ସୋମଦେବ। ସେ ଏହାକୁ ନିଜର ପ୍ରସିଦ୍ଧ ଗ୍ରନ୍ଥ “କଥାସରିତ୍‌ସାଗର”ରେ ସ୍ଥାନିତ କରିଥିଲେ- ତୁଷାର କାନ୍ତ ଶତପଥି ଭୁବନେଶ୍ୱର

ତା୨୭.୦୨.୨୦୨୬ରିଖର “କଥା ଏତିକି , ବାସ୍।” “ପୂର୍ବକାଳର ‘ବେତାଳ ପଞ୍ଚବିଂଶତି ଗପ’ରୁ ଆରମ୍ଭକରି,ଆଧୁନିକକାଳର ‘ମାଟା ହାରି ଠାରୁ ଜେଫ୍ରି ଏପଷ୍ଟିନ୍‌’ଙ୍କଭଳି ହନିଟ୍ରାପ ବେତାଳମାନଙ୍କର ବାସ୍ତବିକତା ଉପରେ ଆଧାରିତ…

Read More
ପୃଥିବୀ ନୁହେଁ ସୂର୍ଯ୍ୟ ହିଁ ସ୍ଥିର ଏବଂ ପୃଥିବୀ ତା’ର ଚତୁଃପାର୍ଶ୍ଵରେ ଘୁରୁଛି” ବୋଲି କହିବାର ଅଦମ୍ୟ ସାହସ ବିଶିଷ୍ଟ ବୈଜ୍ଞାନିକ ଗାଲିଲିଓ ଦେଖାଇଥିଲେ ।

ଦିନ ଥିଲା, ମଣିଷ ପୃଥିବୀକୁ ସ୍ଥିର ଓ ସୂର୍ଯ୍ୟ ପୃଥିବୀର ଚାରିପାଖରେ ଘୁରୁଛି ବୋଲି ଭାବୁଥିଲା । ଏପରିକି ସେତେବେଳର ଶାସକମାନେ ଏବଂ ଅସୀମ ପ୍ରଭାବଶାଳୀ ଚର୍ଚ୍ଚର…

Read More