ସୃଷ୍ଟି ରଚନା ପାଇଁ ଯେଉଁ ସର୍ବୋଚ୍ଚ ବୌଦ୍ଧିକ ଯୋଜନା ଓ ବିଜ୍ଞାନର ଆବଶ୍ୟକତା ଥାଏ, ତାହା ବ୍ରହ୍ମାଙ୍କର ପ୍ରକୃତି। ତେଣୁ ସମଷ୍ଟି ବ୍ରହ୍ମାଣ୍ଡର ବ୍ରହ୍ମା ଶକ୍ତି ଆମ ଭିତରେ ବୁଦ୍ଧି ରୂପରେ ବିରାଜମାନ

|| ତତ୍ତ୍ୱବୋଧ ଶ୍ଳୋକ ସଂଖ୍ୟା – ୫୧ || ବୁଦ୍ଧେଃ ବ୍ରହ୍ମା | ବୁଦ୍ଧିର ଅଧିଷ୍ଠାତ୍ରୀ ଦେବତା ବା ଚାଳକ ଶକ୍ତି ହେଉଛନ୍ତି ସୃଷ୍ଟିକର୍ତ୍ତା ଭଗବାନ ବ୍ରହ୍ମା।…

Read More