ଖବରକାଗଜ (ପ୍ରଗତି)ର ପ୍ରତିଷ୍ଠାତା ସମ୍ପାଦକଙ୍କ ଏକଜିକ୍ୟୁଟିଭ ଏଡିଟର ପୁଅ କହିଲେ-‘ଏଠି ଜଏନ କଲା ପରେ ତମର ପ୍ରଥମ କାମ ହେବ ପ୍ରଗତି ପଛରେ ଲାଗିଥିବା ସେଇ ଆଦର୍ଶ ଟ୍ୟାଗକୁ ହଟେଇବା -ଅମରେଶ ବିଶ୍ବାଳ ପୁସ୍ତକ ମଧ୍ୟବିତ୍ତ

Spread the love

ଖବରକାଗଜ (ପ୍ରଗତି)ର ପ୍ରତିଷ୍ଠାତା ସମ୍ପାଦକଙ୍କ ଏକଜିକ୍ୟୁଟିଭ ଏଡିଟର ପୁଅ କହିଲେ-
‘ଏଠି ଜଏନ କଲା ପରେ ତମର ପ୍ରଥମ କାମ ହେବ ପ୍ରଗତି ପଛରେ ଲାଗିଥିବା ସେଇ ଆଦର୍ଶ ଟ୍ୟାଗକୁ ହଟେଇବ।
-ସରୋଜ କିଛି ବୁଝିପାରିଲା ନାହିଁ…
-ଆଇଡିଓଲୋଜି ପାଇଁ ଆଜି ପ୍ରଗତି କାଗଜର ଅବସ୍ଥା ଏଭଳି ଦୟନୀୟ ହୋଇଛି।
ନ୍ୟୁଜ ଲେଖିଲେ, କାହା ସପୋର୍ଟରେ ନହେଲେ କାହା ବିପକ୍ଷରେ ଯିବ। କିଏ ଭଲ କହିବ, କିଏ ଶୋଧିବ…
-ଠିକ୍ ସାର…
-ଯଦି ଚୂଡାନ୍ତ ଫଳ ଏୟା, ତେବେ ନିଜ ପ୍ରତିଷ୍ଠା ବୃଦ୍ଧି ପାଇଁ କାହାକୁ ଜଣକୁ ସପୋର୍ଟ କରିବାରେ ଅସୁବିଧା କେଉଁଠି?
-କିନ୍ତୁ ସାର ଲୋକ କଣ କହିବେ?
-ରିଡର କିଛି ଜାଣେନି, ଯାହା ଲେଖିବ ସେ ପଢ଼ିଵ…
ସରୋଜ ଭାବୁଥିଲା-ଯୁଦ୍ଧରେ ନିୟମ ମାନିବି ଭାବିଲେ ହେବନି…କେବଳ ଗୋଟିଏ ଶବ୍ଦ ଦରକାର ବିଜୟ…

ଉପନ୍ୟାସିକା: ମଧ୍ୟବିତ୍ତ (୨୦୧୪)

ଲେଖକ: ଅମରେଶ ବିଶ୍ୱାଳ

Leave a Reply

Your email address will not be published. Required fields are marked *