Spread the love

ଆଜି ପର୍ଯ୍ୟନ୍ତ ଯେତେ ଧାର୍ମିକ ଗ୍ରନ୍ଥ ଦୁନିଆରେ ଯୋଉ ଭାଷାରେ ଲେଖାହେଇଛି, ତାହାର ମୂଲ୍ୟ 98% ମଣିଷ ମାନେ ବୁଝିପାରନ୍ତିନାହିଁ, ଆଉ 2% ପ୍ରକୁତ ଜାଣି ବୁଝିପାରୁଥିବା ଲୋକଙ୍କୁ ଗ୍ରନ୍ଥ ବିଷୟରେ ଧାରଣା ପୁରା ଥାଏ କିନ୍ତୁ ସେମାନେ କାହାକୁ ସତ୍ୟ କହିବାକୁ ଇଛାପ୍ରକାଶ କରନ୍ତି ନାହିଁ, ତାହାର କାରଣ ଅନ୍ୟ ମାନେ ବୁଝିପାରିବେନି,,,ତ୍ରେତେୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ତାଙ୍କର ସମସ୍ତ ଲୀଳା ସାରି ସ୍ୱଧାମକୁ ପ୍ରତ୍ୟାବର୍ତନ କରିବା ପରେ ମଧ୍ୟ ଶାନ୍ତିରେ ରହିପାରିନଥିଲେ,, ତାହାର କାରଣ ମା ସୀତା ଙ୍କ ସମାପ୍ତି ତାଙ୍କୁ ଏମିତି ଏକ ଦୁନିଆକୁ ନେଇଯାଇଥିଲା ଯାହାର କିମ୍ବଦନ୍ତୀ ଆଜି ଅନେକ ମନୁଷ୍ୟ ଙ୍କୁ ଅଜଣା,, ଆଜିର କାହାଣୀ ସେମିତି କିପରି ଜଣେ ଯୁବତୀ ଦୁଇ ବର୍ଷ ହେଲା ବେଳେ ପିତା ମାତା ଙ୍କୁ ହରେଇ ସଂଘର୍ଷ ଜୀବନରେ ତିନୋଟି ଦେଶରେ ବିଭିନ୍ନ ରୂପରେ ବୁଲେ ଓ ଶେଷରେ ଜଣକୁ ଜୀବନ ସାଥି ପାଇ ବିବାହ କରି ଘର ସଂସାର କରେ,, ଓ ପରେ ଆତ୍ମହତ୍ୟା କରେ,,,24 ଡିସେମ୍ବର 2010 ଦିନ (ଲରି ଅରିକା) 42 ବର୍ଷ ବୟସରେ ନିଜ କାର ଭିତରେ ବଶି ନିଜ ବନ୍ଧୁକ ରୁ ନିଜକୁ ଗୁଳିମାରୀ ଆତ୍ମହତ୍ୟା କରନ୍ତି,, ଆମେରିକା ର ଟାକ୍ସେସ ସହରରେ,ସ୍ୱାମୀ ଶଶୁର ଶାଶୁ ସମସ୍ତେ ଚିନ୍ତିତ ନିଜର ଏକ ଝିଅ ଅଛି ଦୁଇ ବର୍ଷ ର ତଥାପି ଅଜ୍ଞାନୀ ହେଇଗଲା,,, ଯାହା ହେଉ ଟାକ୍ସେସ ପୋଲିସ ଆସିଲେ,, ଯେତେବେଳେ ଶାଶୁ ଶଶୁର ଙ୍କୁ ପଚାରିଲେ, କାରଣ କଣ କୋଉଥିପାଇଁ ଆତ୍ମହତ୍ୟା କଲେ, ସମସ୍ତେ ଖାଲି ନିରବ ରହିଲେ, ଯେତେବେଳେ ପୋଲିସ ଲାରି ର ନିଜ ଘର ଓ ପରିବାର ବିଷୟରେ ଜାଣିବାକୁ ଚାହିଁଲେ, ସମସ୍ତେ କହିଲେ ଆମେ ଜାଣିନୁ,, ସ୍ୱାମୀ (ବ୍ଲାକ ରଫ) କୁ ଯେତେବେଳେ ପୋଲିସ ପଚାରିଲେ, ବ୍ଲାକ କହିଲେ ସେ ମୋତେ 6 ବର୍ଷ ତଳେ ଦେଖାହେଇଥିଲେ ଏକ ପୁସ୍ତକ ମହଲରେ, ସେଇଦିନଠୁ ତାଙ୍କ ସହିତ ମୋର ପ୍ରେମ ସମ୍ପର୍କ ହେଇଥିଲା ଓ ବର୍ଷେ ପରେ ଆମେ ଦୁହେଁ ବିବାହ କରିଥିଲୁ ଚର୍ଚ୍ଚ ରେ,,, ଓ ତାଙ୍କ ପିତା ମାତା ଙ୍କ ଦେହାନ୍ତ ହେଇଥିବା ମୋତେ କହଥିଲେ,, ଘଟଣା ସେତିକିରେ ସରିଥିଲା କାରଣ ଆତ୍ମହତ୍ୟା ର ପ୍ରମାଣ ମିଳିଥିଲା,, ତେଣୁ ୟେ କେଶ କୁ ଏକ ସାଧାରଣ ବୋଲି ଭାବି ପୋଲିସ କେଶ କ୍ଲୋଜ କରୁଥିବା ବେଳେ, ବ୍ଲାକ ଆଉ ଏକ କାହାଣୀ ଆରମ୍ଭ କରିଥିଲେ ପୋଲିସ ଆଗରେ,, ଲାରି ଙ୍କ ମୁର୍ତ୍ତୃ ହେବା ପରେ ବ୍ଲାକ ଦୁଃଖିତ ହେଇ ଲାରି ଙ୍କ ଆଲମିରେ ଖୋଜିଥିଲେ, ଓ ଲାରୀଙ୍କସମସ୍ତ ଆସବା ପତ୍ର କୁ ନିରୀକ୍ଷୀ ଦେଖି ଜାଣିବାକୁ ଚାହିଁଲେ ଲାରି ଙ୍କ ଆଉ କଣ ଇତିହାସ ମିଳିପାରେ,,, ଲରୀଙ୍କ ଆଲମିରା ର ଲକର ଖୋଲିଲା ବେଳେ ତା ଭିତରୁ ଏକ ଛୋଟିଆ ବ୍ୟାଗରେ କିଛି କାଗଜ ଏକ ବନ୍ଦ ଲିଫାପା ଭିତରେ ମିଳିଲା,, ପାଖା ପାଖି ଆଠଟି ଡେଥ ସାର୍ଟିଫିକେଟ ଥିଲା ତା ଭିତରେ,, ସବୁ ଅନ୍ୟ ଅନ୍ୟ ନାମରେ,, ବ୍ଲାକ ଏଗୁଡିକ ନେଇ ପୋଲିସ କୁ ଦେଖେଇଲେ,,, ପୋଲିସ କିଛି ବୁଝିପାରିଲେନି,, ସବୁ ସାର୍ଟିଫିକେଟ ଜଣେ ଜଣେ ମହିଳାଙ୍କର,,, ଲାରୀଙ୍କ ବିଷୟରେ ସମ୍ପୂର୍ଣ ବ୍ୟବହାର କିପରି ଥିଲା ଯେତେବେଳେ ପୋଲିସ ଜାଣିବାକୁ ଚାହିଁଲେ ସ୍ୱାମୀ ଲାର୍କ କହିଲେ ସବୁ ଠିକ ଥିଲା କିନ୍ତୁ ଏଇ ଝିଅ ଜନ୍ମ ହେବା ପରେ ଲାରି ବଦଳି ଯାଇଥିଲେ, ଝିଅ କୁ କାହା ପାଖକୁ ଛାଡୁନଥିଲେ,, ଓ ସବୁବେଳେ ଝିଅ ସାଙ୍ଗରେ ଅଜବ ଅଜବ କଥା ହେଉଥିଲେ ଓ ମଜାକ ରେ କହୁଥିଲେ ବଡ଼ ହେଲେ କାହାକୁ ପ୍ରେମ କରିବୁନି, ସବୁବେଳେ ବାପା ଙ୍କ କଥା ମାନିବୁ,,, ଏହିପରି ଲାରି କୁହନ୍ତି କାହିଁକି ଆମେ ଜାଣିପାରୁନା,ୟେ କେଶ ଟି ତଦନ୍ତ କାରି ପୋଲିସ ମାନଂକୁ ଆହୁରି ରହସ୍ୟ ରୋମାଞ୍ଚ କଲା,,, ଜଣେ ପୋଲିସ ଲାରି ଙ୍କ ଡାଟା ବେସ ସର୍ଚ୍ଚ କରିବାକୁ ପ୍ରସ୍ତାବ ଦେଲେ, ସେଇଆ ହେଲା, ଲାରୀଙ୍କ DNA ଟେଷ୍ଟ କରାଗଲା,, ଓ କାହା ସହିତ ମ୍ୟାଚ କରୁଛି ପୁରା ଆମେରିକା ରେ ଗବେଷଣା ଚାଲିଲା,, ଏକ ଡେଥ ସାର୍ଟିଫିକେଟ ରେ ଏକ ନାଁ ଥିଲା ଲାରି କେନେଡି,, ତାଙ୍କ ଘରକୁ ପୋଲିସ ଗଲେ, ସେଠାରେ ଲାରୀଙ୍କ ଫୋଟୋ ଦେଖେଇ ପଚାରିଲେ, ସମସ୍ତେ ଚିହିଁନାହାନ୍ତି କହିଲେ,, ତିନୋଟି ଦେଶର ମହିଳାଙ୍କର ଡେଥ ସାର୍ଟିଫିକେଟ ଥିଲା,, ଯାହାର ଥିଲା ସମସ୍ତ ଘରକୁ ପୋଲିସ ଜାଣିବାକୁ ପାଇଲେ ଯେ ଲାରି ସବୁ ଦେଶରେ ସମସ୍ତ ମୃତ ଯୁବତୀ ଙ୍କ ନାଁରେ, ଡ୍ରାଇଭିଂ ଲାଇସେନ୍ସ,ବାହାର କରି ନିଜ ନାଁ ଦେଇଥିଲେ,,, କହିବାକୁ ଗଲେ ମିଛ ନାଁ ରେ ସବୁ ଦେଶରେ ରହିଥିଲେ,,, ଶେଷରେ ଯାଞ୍ଚ ଅଧିକାରୀ ମାନେ (ସୀଲବେନିଆ) ରାଜ୍ୟରେ ଜଣେ ପରିବାର ସହିତ DNA ମିଶିଥିଲା,, ଓ ସେଠାରେ ତାଙ୍କ ଘରେ ପୋଲିସ ଲାରୀଙ୍କ ଫୋଟୋ ଦେଖେଇ କହିଥିଲେ ଚିହିଁବାକୁ,, କେହି ଚିହିଁ ପାରିଲେନି,, କିନ୍ତୁ ଏକ ଘଟଣା କହିଲେ ଯେତେବେଳେ ତାଙ୍କ ପରିବାର ଜଣକ ଏକ ଝିଅ ହେଇଥିଲା,, ଦୁଇବର୍ଷ ବେଳେ ଝିଅର ବାପା ମା ଙ୍କ ଆକ୍ସିଡେଣ୍ଟ ରେ ମୂର୍ତ୍ତ ହେଇଥିଲା,, ଓ ସେ ଝିଅ କୁ ସେମାନେ ଅନାଥ ଆଶ୍ରମ ରେ ଛାଡିଥିଲେ, ଆଉ କିଛି ଜାଣି ନାହାନ୍ତି, ସେ ଝିଅ କୁଆଡେ ଗଲା,, ପୋଲିସ ଅଫିସର ମାନେ ଲାରି ଙ୍କ ଦେହାନ୍ତ ହେବାର 6 ବର୍ଷ ପରେ ସମସ୍ତ ତଥ୍ୟ ପାଇଥିଲେ ଏଇ ସେପ୍ଟେମ୍ବର 2016 ରେ ଘଟଣା ଉପରେ ପରଦା ଉଠିଥିଲା,,, ଆତ୍ମହତ୍ୟା ର କାରଣ ଆଜିବି ଅସ୍ପଷ୍ଟ ହେଇ ରହିଛି, କିନ୍ତୁ ସ୍ୱାମୀ ଶଶୁର ଶାଶୁ ଙ୍କ ପାଖରେ ଲାରି ଜଣେ ସଚୋଟ, ସରଳ, ଓ ମେଳାପୀ, ବିଶ୍ୱାସୀ ହେଇ ରହିଗଲେ,,, ଆଜିବି ଆମେରିକା ରେ ଲାରୀଙ୍କ କାହାଣୀ ଗୋଲାପ ଦିନରେ ଅନେକ ଯୁବକ ଯୁବତୀ ଙ୍କ ମନରେ ପ୍ରଶ୍ନ,,,

Leave a Reply

Your email address will not be published. Required fields are marked *