ଦରକାର ଠାରୁ ଅଧିକ ମିଳିଲେ ତାକୁ ଭାଗ୍ୟ କହନ୍ତି, ଭଗବାନ ଦେଇଥିବା ସବୁକିଛି ଥାଇ ପଛେ କାନ୍ଦୁଥାଏ ତାକୁ ଦୁଃର୍ଭାଗ୍ୟ କୁହନ୍ତି, ଆଉ ଜୀବନରେ ଅଳ୍ପ ପାଇ ଯିଏ ଖୁସୀ ହୁଏ ରହେ ତାକୁ ଭାଗ୍ୟବାନ କହନ୍ତି ।

Spread the love

【ଅମିୟ ବାଣୀ】

ଯେବେ ଡର ଭୟ ଧମକ ସରାଗ
କିଛି କାମ କରେ ନାହିଁ ,
କପଟ ଆଚରି ମିଠା କଥା କହି
ମନ ତୋଷିଥାଏ ସେହି ।

ଦରକାର ଠାରୁ ଅଧିକ ମିଳିଲେ ତାକୁ ଭାଗ୍ୟ କହନ୍ତି, ଭଗବାନ ଦେଇଥିବା ସବୁକିଛି ଥାଇ ପଛେ କାନ୍ଦୁଥାଏ ତାକୁ ଦୁଃର୍ଭାଗ୍ୟ କୁହନ୍ତି, ଆଉ ଜୀବନରେ ଅଳ୍ପ ପାଇ ଯିଏ ଖୁସୀ ହୁଏ ରହେ ତାକୁ ଭାଗ୍ୟବାନ କହନ୍ତି ।

ମନ ଖରାପ ଥିଲେ କିମ୍ବା କ୍ରୋଧରେ ଥିଲେ କେବେବି କିଛି ଖରାପ କୁହ ନାହିଁ ,କାରଣ ପରେ ମନ ଭଲ ହୋଇ ଯିବ କିନ୍ତୁ କହି ଥିବା ଭାଷା କେବେ ଭଲ ହୋଇ ପାରିବନି ।

ତୁମର ଦୋଷ ନଥାଇ ଯଦି ତୁମକୁ ଦୁନିଆଁ ଆଖିରେ Guilty ସଜାଇ ଦିଆଯାଏ ଆଉ ତୁମେ ଚାହିଁ କି କିଛି ନକରି ପାର ସେତେବେଳେ ଅନ୍ତର ଆତ୍ମାରୁ କେବଳ Curse ହିଁ ବାହାରି ଥାଏ ଆଉ ସେହି Curse କୁ ଭଗବାନ ନିଶ୍ଚିତ ସତ କରିଥାଆନ

ଜୟ ଶ୍ରୀରାମ 🙏