ସାମ୍ବାଦିକଙ୍କୁ କହିଥିଲେ- ମୋ ଜୀବନ ଏତେ ଶୀଘ୍ର ସରୁ ନାହିଁ
ମୃତ୍ୟୁର 5 ଦିନ ପୂର୍ବରୁ ନେହେରୁ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ପ୍ରଶ୍ନକୁ ଏଡାଇ ଯାଇଥିଲେ!
ସାମ୍ବାଦିକଙ୍କୁ କହିଥିଲେ- ମୋ ଜୀବନ ଏତେ ଶୀଘ୍ର ସରୁ ନାହିଁ
ମୃତ୍ୟୁର 5 ଦିନ ପୂର୍ବରୁ ନେହେରୁ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ପ୍ରଶ୍ନକୁ ଏଡାଇ ଯାଇଥିଲେ!
ସାମ୍ବାଦିକଙ୍କୁ କହିଥିଲେ- ମୋ ଜୀବନ ଏତେ ଶୀଘ୍ର ସରୁ ନାହିଁ!
*ମୃତ୍ୟୁ: ମେ 27, 1964 (77 ବର୍ଷ)

1964 ଜାନୁଆରୀ ମାସରେ AICCର 68ତମ ଅଧିବେଶନରେ ଯୋଗ ଦେବାକୁ ନେହରୁ ଭୁବନେଶ୍ବର ଆସିଥିବାବେଳେ ତାଙ୍କୁ ଷ୍ଟ୍ରୋକ୍ ମାରିଥିଲା। ତେଣୁ ସେ ପୂର୍ବରୁ ଅସୁସ୍ଥ ରହୁଥିଲେ।
ମାତ୍ର ନିଜ ରାଜନୈତିକ ଉତ୍ତରାଧିକାର ପ୍ରସଙ୍ଗରେ ବିଶେଷ ମତ ଦେଉନଥିଲେ।
*ନେହରୁଙ୍କ ମୃତ୍ୟୁ ପରେ ଲାଲବାହାଦୁର ଶାସ୍ତ୍ରୀ ଓ ତା ପରେ ତାଙ୍କ ଝିଅ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ












Leave a Reply