Spread the love

କନ୍ଧମାଳ : ହସୁଛି ଅର୍ଣ୍ଣବ. କାନ୍ଦୁଛି ସହର…

କନ୍ଧମାଳ କୁନା ଦିଗାଲ ଦର୍ଶନ ସମୀକ୍ଷା

ଜିଲ୍ଲା ତଥା ରାଜ୍ୟରେ ଅର୍ଣ୍ଣବ ବାତ୍ୟା ରେ ବେହାଲ ହେଉଥୁବା ବେଳା କନ୍ଧମାଳ ଜିଲ୍ଲା ରେ ଦେଖୁବାକୁ ମିଳିଛି ଅନ୍ୱେକ ଦୃଶ୍ୟ l ରାଜ୍ୟରେ ଅର୍ଣ୍ଣବ ବାତ୍ୟା କୁ ଆଖିଆଗରେ ରଖି ରାଜ୍ୟର ସମସ୍ତ ଜିଲ୍ଲା ରେ ସ୍କୁଲ କଲେଜ୍ ଛାତ୍ର ଛାତ୍ରୀ ମାନ ଙ୍କୁ ଛୁଟି ଘୋଷଣା କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଦ୍ୟାଳୟ ରେ ଯୋଗଦେବା ପାଇଂ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର l ସେହିପରି କନ୍ଧମାଳ ଜିଲ୍ଲା ରେ ମଧ୍ୟ ଜିଲ୍ଲାପାଳ ବେଦ ଭୂଷଣ ମହୋଦୟ ଙ୍କ ନିର୍ଦେଶ ରେ ଜିଲ୍ଲା ର ସମସ୍ତ ସ୍କୁଲ କଲେଜ୍ ଛୁଟି ଘୋଷଣା କରାଯାଇଛି l ଏହି ଅର୍ଣ୍ଣବ ବାତ୍ୟା ରେ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ର ଡାକପାଲା ଡ୍ୟାମ୍ ଏବଂ ବିସିପଡ଼ା ନଦୀ ର ଦୃଶ୍ୟ ଅନ୍ୟତମ l

ଡାକପାଲା ନଦୀ ବଢ଼ି ଥିବାରୁ ଲୋକେ ଯାତାୟାତ ନିମନ୍ତେ ବହୁତ୍ତ୍ ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ସେହିପରି ଘୁ ଉଦୟଗିରି ବ୍ଲକ୍ କତିଙ୍ଗିଆ ପଞ୍ଚାୟତ ରେ ମଧ୍ୟ ଦେଖିବା କୁ ମିଳିଛି ଅର୍ଣ୍ଣବ ବାତ୍ୟା ର ତାଣ୍ଟବ l ସେହିପରି ଅର୍ଣ୍ଣବ ବାତ୍ୟା ରେ ନୃତ୍ୟ କରୁଥିବା ବିସିପଡ଼ା ନଦୀ ଦେଖିଯିବା ଲୋକ ମହୁମାଛି ଆକ୍ରମଣ ବେହାଲ୍ ହେଇଥିବା ମଧ୍ୟ ସୂଚନା ମିଳିଛି l