କଟକ ବକ୍ସି ବଜାର ସ୍ଥିତ ସମାଜ ଅଫିସ ସମ୍ମୁଖ ନାରୀ ସେବା ସଦନ ପ୍ରଙ୍ଗଣ ରେ ଏକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଅଛି.
କଟକ ୩୧/୧୨ ପ୍ରକାଶ ଚନ୍ଦ୍ର ବେଉରା (ଦର୍ଶନ ସମୀକ୍ଷା) ଦୁଇଦିନ ମେଳାର ସମ୍ଭାହାରରେ 20ରୁ ଉର୍ଦ୍ଧ ପିଆଜ ବିନା ପିଆଜ ରସୁଣ ଆଦି ନାନା କିସମର ସୁସ୍ୱାଦୁ ଏବଂ ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ହେଉଛି ଏସବୁ ଖାଦ୍ୟର ପସରାରେ ଆଧୁନିକ ଫାଷ୍ଟ ଫୁଡ ଡ୍ରାୟ ଫୁଡ ଆଜିକାଲିର ଚାହିଦା ବେଶ ବଢ଼ି ଥିବାରୁ, ଅବିକଳ ସେହିପରି ସ୍ୱାଦ ରହିତ ରହିଛି. ଏବଂ ଏହା ସସମ୍ପୂର୍ଣ ନିଆରା ଦେଶୀ ହାତ ତିଆରି ରନ୍ଧା ବ୍ୟଞ୍ଜନ ନା କୌଣସି ରଙ୍ଗ, କେମିକାଲ ର ସିଞ୍ଚନ ନା କୌଣସି ରଙ୍ଗ ମିଶା ଚଟଣି ଖଟା ର ମିଲା ଜୁଲା ମିଶ୍ରଣ ରହି ଥିଲା.

ସବୁଠୁ ଖୁସିର ବିଷୟ ଗତ ଦୁଇଦିନ ଧରି ଅନେକ ଜନସାମାଗାମ ହୋଇଥିଲା. ଏବଂ ସମସ୍ତ ଦେଶୀ ଢାଞ୍ଚାରେ ଆମ ଗୃହିଣୀ ମାନଙ୍କ ହାତ ପରସା ସ୍ୱାଦ ସବୁ ଦୃଷ୍ଟି କୋଣରୁ ସ୍ୱାସ୍ଥ୍ୟ ପକ୍ଷେ ପୃଷ୍ଟିକର ରହି ଥିଲା. ନା ଯେପରି ଆଜି କାଲିର ବିଭିନ୍ନ ମିଲା ବଟ ଖାଦ୍ୟ ଅଧିକ ବା କମ ଖାଇଲେ ମନରେ ସେଭଳି ତେଲ ରଙ୍ଗର ଭୟ ଥିଲା. ତାହା ମଧ୍ୟ ଭୟ ନଥିଲା. ବରଂ ଉକ୍ତ ମେଳାରେ ହୋଇ ଥିବା ସମସ୍ତ ସୁସ୍ୱାଦୁ ଖାଦ୍ୟ ଏକାନ୍ତ ଶରୀର ଉପଯୋଗୀ ରହିଥିଲା. ଏବଂ ପ୍ରଶିକ୍ଷକ ଅରୂପା ମାମ ଙ୍କ ସମ୍ପୂର୍ଣ ନିରୀକ୍ଷଣ ତତ୍ୱ ବଧାନରେ ଦେଖା ରେଖା ଜାରି ରହିଥିଲା. ପ୍ରାଇସ ଏବଂ ପରିମାଣରେ ମଧ୍ୟ ଗ୍ରାହକମାନଙ୍କ ମନ କିଛି ଉଣା ନଥିଲା.ଯାହା ମାର୍କେଟ ପ୍ରାଇସ ଠାରୁ ମନ ଭ ର ପୁର ଖାଦ୍ୟ ରୁଚିକର ହୋଇଥିଲା.ଉକ୍ତ ମେଳାରେ ସମସ୍ତ ଷ୍ଟଲ ର ସଦସ୍ୟଙ୍କ ଅତି ସୁନ୍ଦର ବ୍ୟବହାର ଯାଅ ଆସ କରୁଥିବା ଗ୍ରାହକ ମାନଙ୍କ ହୃଦୟ ଜିଁଣୀ ନେଇଥିଲା.ଏହା ଦୀର୍ଘ ଚତୁର୍ଥ ଥର ପ୍ରୟାସ ଅରୂପା ମାଙ୍କ ଜାରି ରହିଛି. ଉକ୍ତ ଖାଦ୍ୟ ମେଳାରେ ମାନ୍ୟବର ଅତିଥି ବୃନ୍ଦ ନିଜ ନିଜ ର ଖାଦ୍ୟ ବିଷୟରେ ମାନସ ମନ୍ଥନ କରି ଆଜିର ଆଧୁନିକ ଚାକ ଚକ୍ୟ ଭେଜାଲ ମିଲା ବଟ ମନ ଲୋଭା ଣିଆ ବ୍ୟଞ୍ଜନ ଠାରୁ ନିଜ କୁ ଏବଂ ନିଜ ପରିବାର କୁନି କୁନି ଯୁବ ବୟସ୍କ ଅମାନିଆ ଙ୍କୁ ଯେତେ ଦୂର ପାରିବ ଦୁରତା ରଖନ୍ତୁ. ଏବଂ ଯେତେ ନିଜେ ଘରେ ସମ୍ପୂର୍ଣ ହାତ ତିଆରି ଦେଶୀୟ ଖାଦ୍ୟ ର ଭରପୁର ଗୁଣା ବଳି ଏବଂ ଔଷଧୀୟ ଗୁଣ ରହିଛି ସେଥିପାଇଁ ଏହାକୁ ଘରେ ଯେତେ ଦୂର ପାରୁଛନ୍ତି ନିଜେ ତିଆରି କରିବା ବନାଇବା ଶିଖି ଅନ୍ୟ ମାନଂକୁ ଶିଖାଇ ସମ୍ପୂର୍ଣ ନିରୋଗ ରହିବ କୁ ଯୋର ଦେଇ ଥିଲେ ଯାହା ଶରୀର ସ୍ୱାସ୍ଥ୍ୟ ପକ୍ଷେ ବହୁତ ହିତ କାରକ ରହିବ. ଏଥିସହ ଫାଷ୍ଟ ଫୁଡ ଫ୍ରିଜ ରଖା ଖାଦ୍ୟ ପ୍ୟାକିଙ୍ଗ ଖାଦ୍ୟ ସବୁ କୁ ବର୍ଜନ କରନ୍ତୁ. ଆଜି କାଲି ଫେସନ ଆକର୍ଷଣୀୟ ଲୋଭନୀୟ ଖାଦ୍ୟ,ଷ୍ଟାଇଲିଷ୍ଟ ଖାଦ୍ୟ ଅନେକ ସମୟରେ ରୋଗ ଏବଂ ଶରୀର ପକ୍ଷେ ବହୁତ ହାନି କାରକ ହୋଇ ଥାଏ. ଯାହା ଆମ ମାନଂକୁ ଜମାରୁ ଜଣା ଯାଏ ନାହିଁ.

ଏଣୁ ସଦା ସର୍ବଦା କଞ୍ଚା ତଟକା ଆଣି ରନ୍ଧା ଖାଦ୍ୟ ଖାଇବେ. ବାସି ଖାଦ୍ୟ ପ୍ୟାକିଙ୍ଗ ଯୁକ୍ତ ଖାଦ୍ୟ ଖାଇବା ନିଜ ଶରୀର ସହ ନିଜ ନିଜର ପିଲାପିଲି ପରିବାରମାନଙ୍କ ଙ୍କ ଉପରେ ମଧ୍ୟ ବିପଦ ରହି ଥାଏ.ମୁଖ୍ୟ ଅତିଥି ବୃନ୍ଦ ସଭା ମଞ୍ଚକୁ ଏବଂ ସଭା କାର୍ଯ୍ୟକୁ ଗତ ଦୁଇଦିନ ଧରି ଚଳାଇ ରଖି ଥିବାରୁ ଅନେକ ଅନେକ ଧନ୍ୟବାଦ ଜଣାଇଲେ ଅରୂପା ମାମଙ୍କୁ ଏବଂ ନିଜର ଭାଷଣରେ ନିଜର ଶିଷ୍ୟ ଏବଂ ଆସୁଥିବା ସମସ୍ତ ଗୃହିଣୀ ଅଭି ଭାବକ ପରିବାର ସମୂହ ଙ୍କୁ ଭଲ ତାଟକା ଖାଦ୍ୟ ପରିଷ୍କାର ପରିଛନ ତାରେ ଧୋଇ ସେଗୁଡିକୁ ସର୍ବଦା ଘୋଡେଇ ଯତ୍ନନେଇ ସର୍ବଦା ଘର ରନ୍ଧା କୁ ଛୋଟ ଠୁ ବଡ଼ ପର୍ଯ୍ୟନ୍ତ ଆଗ୍ରହ ରଖିବା କୁ ନିଜର ବକ୍ତବ୍ୟ ରେ ଉପଦେଶ ଦେ ଇଥିଲେ. ଏହାଦ୍ୱରା କୌଣସି ପେଟ ରୋଗ ଚର୍ମ ଜନିତ ରୋଗ ଆଖି ଦୋଷ ଡାଇବେଟିସ ଆଦି ରୋଗ ରୁ ଶରୀରକୁ ସୁଥ ରଖି ପାରିବେ ବୋଲି ବାର୍ତ୍ତା ଦେଇଥିଲେ..












Leave a Reply