ମୁଖ୍ୟମନ୍ତ୍ରୀ ଅଧିକାଂଶ ମିଟିଂକୁ ଡେରିରେ ଆସୁଛନ୍ତି, ବୋଧେ ସେ ଭାବୁଛନ୍ତି ଡେରିରେ ପହଁଚିଲେ ମୋର ସମ୍ମାନ ବଢ଼ିବ।ସେମିତି ଅଧିକ ଲମ୍ବା ଭାଷଣ ଦେଉଛନ୍ତି, ବୋଧେ ଭାବୁଛନ୍ତି ଅଧିକ କହିଲେ ଲୋକେ ଅଧିକ ଜାଣିଥିବା ଭାବିବେ। ଏହା ତାଙ୍କର ଷ୍ଟାଇଲ- ‘ମୁଁ ରୁବେନ କହୁଛି’ (ରୁବେନ ବାନାର୍ଜୀ)

Spread the love

ମୁଖ୍ୟମନ୍ତ୍ରୀ ଅଧିକାଂଶ ମିଟିଂକୁ ଡେରିରେ ଆସୁଛନ୍ତି, ବୋଧେ ସେ ଭାବୁଛନ୍ତି ଡେରିରେ ପହଁଚିଲେ ମୋର ସମ୍ମାନ ବଢ଼ିବ।
ସେମିତି ଅଧିକ ଲମ୍ବା ଭାଷଣ ଦେଉଛନ୍ତି, ବୋଧେ ଭାବୁଛନ୍ତି ଅଧିକ କହିଲେ ଲୋକେ ଅଧିକ ଜାଣିଥିବା ଭାବିବେ। ଏହା ତାଙ୍କର ଷ୍ଟାଇଲ- ‘ମୁଁ ରୁବେନ କହୁଛି’ (ରୁବେନ ବାନାର୍ଜୀ)

‘CMOରେ ଏବେ ସବୁଠାରୁ ପ୍ରଭାଵଶାଳୀ ଅଫିସର ହେଉଛନ୍ତି ତାଲିକାରେ ୫-ନମ୍ବରରେ ଥିବା ସ୍ୱତନ୍ତ୍ର ସଚିବ ପ୍ରସନ୍ନ କୁମାର ଷଡ଼ଙ୍ଗୀ (Retd OAS)।

ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ପରାମର୍ଶ ନେଉଛନ୍ତି। ଅବଶ୍ୟ ସେ ପାଣ୍ଡିଆନଙ୍କ ଭଳି ପ୍ରଭାବଶାଳୀ ନୁହନ୍ତି।
ଇନ୍ଦିରା ଗାନ୍ଧୀଙ୍କର ବିଶ୍ୱସ୍ତ ସଚିବ ଥିଲେ- ପି ଏନ ହକସର,
ନନ୍ଦିନୀ ଶତପଥୀ- ଡ଼ ରମାକାନ୍ତ ରଥ
ଜାନକୀ ବଲ୍ଲଭ ପଟନାୟକ- ମଦନ ପଣ୍ଡା/ ସୁଧାଂଶୁ ଭୂଷଣ ମିଶ୍ର
ନବୀନ ପଟନାୟକ- ଭି କେ ପାଣ୍ଡିଆନ

-‘ମୁଁ ରୁବେନ କହୁଛି’ (ରୁବେନ ବାନାର୍ଜୀ)
ମୁଖ୍ୟମନ୍ତ୍ରୀ ଅଧିକାଂଶ ମିଟିଂକୁ ଡେରିରେ ଆସୁଛନ୍ତି, ବୋଧେ ସେ ଭାବୁଛନ୍ତି ଡେରିରେ ପହଁଚିଲେ ମୋର ସମ୍ମାନ ବଢ଼ିବ।
ସେମିତି ଅଧିକ ଲମ୍ବା ଭାଷଣ ଦେଉଛନ୍ତି, ବୋଧେ ଭାବୁଛନ୍ତି ଅଧିକ କହିଲେ ଲୋକେ ଅଧିକ ଜାଣିଥିବା ଭାବିବେ। ଏହା ତାଙ୍କର ଷ୍ଟାଇଲ- ‘ମୁଁ ରୁବେନ କହୁଛି’ (ରୁବେନ ବାନାର୍ଜୀ)
ସମ୍ବିଧାନ ଅନୁଯାୟୀ ଗଣତନ୍ତ୍ରରେ ତିନିଟି ସ୍ତମ୍ଭ ରହିଛି।
-ବ୍ୟବସ୍ଥାପିକା-Legislature (ଆଇନ ତିଆରି କରେ)
-କାର୍ଯ୍ୟନିର୍ବାହୀ- Executive (ଆଇନ କାର୍ଯ୍ୟକାରୀ କରାଏ)
-ନ୍ୟାୟପାଳିକା- Judiciary (ଆଇନର ବ୍ୟାଖ୍ୟା କରେ)

ସମ୍ବିଧାନ ଅନୁସାରେ ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ନୁହେଁ; ତେବେ ୧୭୭୦ ପର ସମୟରେ ଏଡମଣ୍ଡ ଵର୍କ, ଥୋମାସ କାର୍ଲ।ଇଲଙ୍କ ଭଳି ଇଂଲିଶ ଲେଖକମାନେ ପ୍ରଥମେ ମିଡିଆକୁ ଚତୁର୍ଥ ସ୍ଥମ୍ଭ କହିଲେ!

Leave a Reply

Your email address will not be published. Required fields are marked *