ବଡ଼ବିଲ ସରସ୍ବତୀ ଶିଶୁମନ୍ଦିର ରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି,ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବିପିନ ବିହାରୀ ଖଣ୍ଡାଇ ଓ ନଦିନୀ ମହାନ୍ତି, ପୁଷ୍ପ ଶ୍ରୀ ପତି, ରଞ୍ଜିତା ରାଣୀ ଦାସ ଓ ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁ ପରିଚାଳନା କରିଥିଲେ।

Spread the love

ତ୍ରିଶଂତି ତମ ବାର୍ଷିକ ଉତ୍ସବ
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବଡ଼ବିଲ.
ଦର୍ଶନ ସମୀକ୍ଷା, ବଡ଼ବିଲ
ତା-08-12-2025.
ଶନିବାର ସନ୍ଧ୍ୟା ରେ ବଡ଼ବିଲ ସରସ୍ବତୀ ଶିଶୁମନ୍ଦିର ରେ ବାର୍ଷିକ ଉତ୍ସବ ପାଳ କରାଯାଇଛି ଏହି ଉତ୍ସବ ରେ
୧. ମୁଖ୍ୟ ଅତିଥି:-ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକ, ପୌର ନିର୍ବାହୀ ଅଧିକାରୀ, ବଡ଼ବିଲ ପୌରପାଳିକା
୨.ସମ୍ମାନୀତ ଅତିଥି:-ଶ୍ରୀଯୁକ୍ତ ନିରାକାର ମହାନ୍ତ,ସହ ପରିଚାଳକ କାର୍ଯ୍ୟକାରୀ ପ୍ରଶାସନିକ ଅଧିକାରୀ, SGS India Pvt limited
୩.ସମ୍ମାନୀତ ଅତିଥି:-ଶ୍ରୀଯୁକ୍ତ ଇନ୍ଦ୍ରକାନ୍ତ ସାହା, Manager, ଠାକୁରାଣୀ ମାଇନ୍ସ
୪.ମୁଖ୍ୟବକ୍ତା:- ଶ୍ରୀଯୁକ୍ତ ଦୁଃଖବନ୍ଧୁ ମିଶ୍ର, CRCC ବଡ଼ବିଲ ତଥା ବଡ଼ବିଲ ସଙ୍କୁଳ ପ୍ରମୁଖ
୫. ସଭାପତି:-ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପାଣ୍ଡିଆ(ସଭାପତିତ୍ୱ କରିଥିଲେ)
୬. ଉପସଭାପତି:-ଶ୍ରୀଯୁକ୍ତ ଜଗବନ୍ଧୁ କର
୭.ସମ୍ପାଦକ:-ଶ୍ରୀଯୁକ୍ତ ପ୍ରମୋଦ କୁ ସାହୁ(ବାର୍ଷିକ ବିବରଣୀ ପାଠ କରିଥିଲେ ।
୮.ପରିଚୟ ପ୍ରଦାନ କରିଥିଲେ:-ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିପିନ ବିହାରୀ ଖଣ୍ଡାୟୀ
୯.ଧନ୍ୟବାଦ ଅର୍ପଣ:- କୋଷାଧକ୍ଷ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ବିଶ୍ଵାଳ

୨୦୨୪-୨୫ ଶିକ୍ଷା ବର୍ଷରେ ୧୦ମ ବୋର୍ଡ ପରୀକ୍ଷାରେ ୯୦% ରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ, ସରକାରୀ ବୃତ୍ତି ପାଇଥିବା ଛାତ୍ରଛାତ୍ରୀ,ପ୍ରାଦେଶିକ ସ୍ତରରେ ବିଭିନ୍ନ ପ୍ରତିଯୋଗୀତାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ତଥା ଆଚାର୍ଯ୍ୟା ଓ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗତାରେ କୃତୀତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଗଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗମଞ୍ଚ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବିପିନ ବିହାରୀ ଖଣ୍ଡାଇ ଓ ନଦିନୀ ମହାନ୍ତି, ପୁଷ୍ପ ଶ୍ରୀ ପତି, ରଞ୍ଜିତା ରାଣୀ ଦାସ ଓ ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *