‘ଓଡ଼ିଶାର ଖଣିଜ ସମ୍ପଦ ଉପରେ ମୁଁ ବର୍ଷେ ହେଲା ରିସର୍ଚ୍ଚ କରୁଛି। ଆଗକୁ ତାହା ସର୍ବସମ୍ମୁଖକୁ ଆସିବ। ଭାରତର ଅଧା ଖଣି ଓଡ଼ିଶାରେ। ଓଡ଼ିଶା ଗରିବ ରହିବା କଥା ନୁହେଁ’-
‘ଅନେକ କହୁଛନ୍ତି, ନିର୍ବାଚନ ସବୁ ଦୁର୍ନୀତିର ମୂଳ। ଆଜି ଅର୍ଥ ନଥିଲେ ରାଜନୀତି କରିବା ଦୁରୂହ ବ୍ୟାପାର।
ଯାହା ହାତରେ ଅର୍ଥ ସେମାନେ ରାଜନୀତିର ଅଗ୍ରଭାଗରେ ରହୁଛନ୍ତି।
ସମାଜରେ ନେତୃତ୍ୱ ନେଉଥିବା ଲୋକଙ୍କ ବିଫଳତା ପାଇଁ ଆଜି ଏଭଳି ଅବକ୍ଷୟ ଦେଖାଦେଇଛି।’
ଅରୁଣ ସାହୁ, ବିଧାୟକ












Leave a Reply