Spread the love

ଜଳୁଛି ରାଜଧାନୀ ଭୁବନେଶ୍ବର; ତାପମାତ୍ରା ୪୪ ଡିଗ୍ରୀ
-ସର୍ବାଧିକ ତାପମାତ୍ରା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା
-ଆଜି ତାପମାତ୍ରା ଆହୁରି ବଢ଼ିବା ନେଇ ଆଶଙ୍କା!.
ଦିନ ୧୧ରୁ ସାଢ଼େ ୩ ଶ୍ରମିକଙ୍କୁ କାମ ମନା
-ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶାନାମା ଜାରି
-ନିର୍ଦ୍ଦେଶାନାମା ଜାରି କଲା ଶ୍ରମ ଓ କର୍ମଚାରୀ ରାଜ୍ଯ ବୀମା ବିଭାଗ
-ଏପ୍ରିଲରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ପାଇଁ ନିର୍ଦ୍ଦେଶ
-ସମସ୍ତ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ବିହିତ ପଦକ୍ଷେପ ନିର୍ଦ୍ଦେଶ!.
୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ
-ବଢୁଛି ତାତି: ଆସନ୍ତାକାଲି ଯାଏଁ ୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ
-ଖୋର୍ଦ୍ଧା , କଟକ , ବୌଦ୍ଧ , ମାଲକାନଗିରି , କେନ୍ଦୁଝରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ
-ନୟାଗଡ଼ , ଅନୁଗୁଳ , ବଲାଙ୍ଗିର , କନ୍ଧମାଳ , ବାଲେଶ୍ବରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ
-ଭଦ୍ରକ , ଯାଜପୁର , ମୟୂରଭଂଜ , ଝାରସୁଗୁଡ଼ାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ
-ଆସନ୍ତା ୭ ଓ ୮ରେ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା!.

Leave a Reply

Your email address will not be published. Required fields are marked *