କେ. କାମରାଜ କେବଳ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ, କିନ୍ତୁ ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଓ ଏଆଇସିସି (AICC) ସଭାପତି ହୋଇଥିଲେ।
ସ୍ୱଅଧ୍ୟୟନ, ସଂଗଠନ କ୍ଷମତା ଓ ପ୍ରଶାସନିକ ଦକ୍ଷତା ବଳରେ ସେ ଭାରତର ଜଣେ ପ୍ରଭାବଶାଳୀ ନେତା ହୋଇଥିଲେ। ତାମିଲନାଡୁରେ ବ୍ୟାପକ ଭାବେ ସ୍କୁଲ ସ୍ଥାପନ ପାଇଁ ସର୍ବାଧିକ ସ୍ମରଣୀୟ।
‘କାମରାଜ ଯୋଜନା’ (୧୯୬୩)ର ସବୁଠୁ ବଡ଼ ପ୍ରଭାବ ହେଲା ଯେ ଲାଲ ବାହାଦୁର ଶାସ୍ତ୍ରୀ, ମୋରାରଜୀ ଦେଶାଇ, ଜଗଜୀବନ ରାମ ଓ ବିଜୁ ପଟ୍ଟନାୟକଙ୍କ ପରି ବରିଷ୍ଠ ନେତାମାନେ ସଂଗଠନ କାମ ପାଇଁ ସରକାରୀ ପଦ ଛାଡ଼ିଥିଲେ।











