Spread the love

କନ୍ଧମାଳ : ଫୁଲବାଣୀ ପୈରପରିସଦ ତ୍ରିଦେବ ନଗର ବସ୍ତିରେ ଏସ୍ ଡି,ଏ, କମିଟି ସଭାପତି ସମ୍ପାଦକ ଙ୍କର ମନମାନି .. ବିଜେଡି ବେନର୍ ରେ ବିଜେପି ନେତା..

ଫୁଲବାଣୀ ପୌରାଞ୍ଚଳ ଅଧୀନରେ ଥିବା ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତିର ଗତ,୨୯,୧,୨୦୨୪, ତାରିଖ ଦିନ ରାଜ୍ୟ ସରକାର ଙ୍କ ମୋ ଓଡିଶା ନବୀନ ଓଡ଼ିଶା ଯୋଜନାରୁ ବସ୍ତି ବାସିନ୍ଦାଙ୍କ ଉନ୍ନତି କରଣ ନିମନ୍ତେ ଏସ୍ ଡି ଏ କମିଟି ଏକାଉଣ୍ଟରେ ଟ,୩୫,୦୦ ହଜାର ଟଙ୍କା ଡିପୋଜିଟ୍ ହେଇଥିଲା l ଉକ୍ତ ଟଙ୍କା ତ୍ରିଦେବ ନଗର ବସ୍ତିର ଶୃଙ୍ଖଳିତ ପରିବାର ସଦସ୍ୟ ଙ୍କୁ ନେଇ ଏକ ବୈଠକ କରି ବସ୍ତିର ଉନ୍ନତି କରଣ ନିମନ୍ତେ ଟଙ୍କା ଖର୍ଚ୍ଚ ହେବା ବଦଳରେ ବସ୍ତିର ଏସ୍,ଡି, ଏ, କମିଟି ସଭାପତି ସମ୍ପାଦକ ତ୍ରିଦେବ ନଗର ବସ୍ତିର 300, ଘର ପରିବାର ସଦସ୍ୟଙ୍କ ମଧ୍ୟରୁ କାହାରିକୁ ନଜଣାଇ ଉକ୍ତ ଟଙ୍କାକୁ ଏସ୍ ଡି ଏ କମିଟିରେ ଥିବା ସୀମିତ ସଦସ୍ୟଙ୍କୁ ନେଇ ପୈରପରିସଦ କିଛି ଅଫିସରଙ୍କୁ ଲାଂଚ ଦେଇ ଏସ୍ ଡି ଏ କମିଟି ଏକାଉଣ୍ଟରେ ଟ 35,000, ହଜାର ଟଙ୍କା ଉଠାଇ ନିଜ ନିଜର ପରିବାର ସଦସ୍ୟଙ୍କୁ ନେଇ ତା,30,1,2024, ତାରିଖ ଦିନ ଭୋଜି ଭାତ କରି ଟଙ୍କା ଖର୍ଚ୍ଚ କରିଥିବାରୁ ବସ୍ତିର କିଛି ପରିବାର ସଦସ୍ୟଙ୍କୁ ମାନବାଧିକାର କ୍ଷୂର୍ଣ୍ଣ ହେଉଥିବା ଦେଖିବାକୁ ମିଳୁଛି l ପୂର୍ବରୁ ତ୍ରିଦେବ ନଗର ବସ୍ତିରେ 2022, ମସିହାରେ ମଧ୍ୟ ଏପରି ବିଶୃଙ୍ଖଳିତ କାର୍ଯ୍ୟକ୍ରମ କରିଥିବା ନେଇ ଏବଂ ବର୍ତ୍ତମାନ ସ୍ବଚ୍ଛ ଭାରତ ବ୍ୟକ୍ତିଗତ ପାଇଖାନା ଯୋଜନା ମଧ୍ୟ ପାତର ଅନ୍ତର ନୀତି ଅବଲମ୍ବନ କରିଥିବା ନେଇ ତ୍ରିଦେବ ନଗର କମିଟି ସଭାପତି,ସୁରଥ କହଁର ଏବଂ କମିଟି କର୍ମକର୍ତ୍ତା ପୈରପରିସଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତ ଦାବିପତ୍ର ତା,29,1,2024, ତାରିଖ ଦିନ ଦେଇଥିବା ସ୍ବତେ । କାହ ଛାତ୍ର ଛାୟାରେ ବିଜେପି କାଉନସିଲର ବସନ୍ତ କୁମାରୀ ସାହାଣୀଙ୍କୁ ମୂଖ୍ୟ ଅତିଥି ଭାବରେ ବି,ଜେ,ଡି,ବେନର ତଲେ ଏସ୍ ଡି ଏ କମିଟି ସଭାପତି ଶାନ୍ତିଲତା କହଁର ସମ୍ପାଦକ ଶିବାଜୀ ଜେନା ଏସ୍ ଡି କମିଟି ଏକାଉଣ୍ଟରେ ଡିପୋଜିଟ ହୋଇଥିବା,ଟ,35,000, ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି l ଉକ୍ତ ବିଷୟରେ ଆଗାମୀ ଦିନରେ ତ୍ରିଦେବ ନଗର ବସ୍ତିର କମିଟି କର୍ମକର୍ତ୍ତା ମାନବାଧିକାର ଲିଖିତ ଦେବା ସହିତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ରାଜ୍ୟପାଳ ଙ୍କୁ ଲିଖିତ ମାଧ୍ୟମରେ ଦେବା ପାଇଁ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି । ସୁଚନା ଥାଉକି ବାରମ୍ବାର ଏସ୍ ଡି ଏ କମିଟି ସଭାପତି ସମ୍ପାଦକ ବିଶୃଙ୍ଖଳିତ କାର୍ଯ୍ୟକ୍ରମ ତ୍ରିଦେବ ନଗର ବସ୍ତିର କରୁଥିବାରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ତ୍ରିଦେବ ନଗର ବସ୍ତିର 300, ଘର ପରିବାର ବଞୀତ ହେବା ସହିତ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *