ଯେଉଁ ଘର ଲୋକ ନିଜ ସାର୍ମଥ୍ୟ ଅନୁସାରେ ଦାନ , ଧର୍ମ ନ କରିଥାନ୍ତି ତାଙ୍କ ଠାରୁ ଲକ୍ଷ୍ମୀ ରାଗି ଯାଅନ୍ତି। ଧନ ସଦ୍ଉପୋଯୋଗ ଦାନରୁ ହିଁ ହୋଇଥାଏ। ଦାନ କରିବାରୁ ଧନ ବୃଦ୍ଧି ହୋଇଥାଏ। ଯଦି ଧନ ଦାନ ନ କରାଯାଏ ତେବେ ଏପରି ଧନ କଷ୍ଟ ଦାୟକ ହୋଇଥାଏ। ସେ ସୁଖ ,ସମୃଦ୍ଧି ଦେଇ ନଥାଏ ତେଣୁ ସମୟେ ସମୟେ ଧନ ଦାନ କରିବା ଉଚିତ୍

Spread the love

ଆମେ ଚାଲୁଥିବା ସମୟରେ ଦୁଇପାଦ ଭିତରେ ତଫାତ ଅନେକ ଥାଏ ଗୋଟିଏ ପାଦ ଆଗକୁ ତ ଗୋଟିଏ ପାଦ ପଛକୁ ନା କେବେ ଆଗରେ ଥିବା ପାଦ ଅଭିମାନ କରେ ନା ପଛରେ ଥିବା ପାଦ ଅପମାନ ଭାବେ ,କାହିଁକି ନା ସେମାନେ ଜାଣନ୍ତିକିଛି କ୍ଷଣ ମଧ୍ୟରେ ସେମାନଙ୍କ ସ୍ଥିତି ବଦଳିଯିବ ,ଏହାକୁ ହିଁ ଜୀବନ କହନ୍ତି ll

ସମ୍ପର୍କଯେତେ ଖରାପ ହେଉଥାଉନା କାହିଁକି କେବେ ଏହାକୁ ଭାଙ୍ଗିବାକୁ ଦିଅନାହିଁ କାରଣ ପାଣି ଯେତେ ଦୂଷିତ ହୋଇଥାଉନା କାହିଁକି ଶୋଷ ସିନା ମେଣ୍ଟି ପାରିବାନି ନିଅାଁ ତ ଲିଭିପାରିବ ll

ସମ୍ମୁଖରେ ମିଠା କଥା କହି ପଶ୍ଚାତ ଭାଗରେ କ୍ଷତି କରୁଥିବା ବନ୍ଧୁମାନଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ୍ କେବେ ବି ନିଜ ଘନିଷ୍ଟ ମିତ୍ରଠାରେ ମଧ୍ୟ ନିଜର ଗୋପନୀୟ ବିଷୟ କେବେ ପ୍ରକାଶ କରବନି କାରଣ କ୍ରୋଧ ଓ ସ୍ବାର୍ଥ୍ୟର ବଶବର୍ତ୍ତି ହୋଇ ସେ ତାହା ପ୍ରକାଶ କରିଦେଇ ପାରନ୍ତି ll

 

ଯେଉଁ ଘର ଲୋକ ନିଜ ସାର୍ମଥ୍ୟ ଅନୁସାରେ ଦାନ , ଧର୍ମ ନ କରିଥାନ୍ତି ତାଙ୍କ ଠାରୁ ଲକ୍ଷ୍ମୀ ରାଗି ଯାଅନ୍ତି। ଧନ ସଦ୍ଉପୋଯୋଗ ଦାନରୁ ହିଁ ହୋଇଥାଏ। ଦାନ କରିବାରୁ ଧନ ବୃଦ୍ଧି ହୋଇଥାଏ। ଯଦି ଧନ ଦାନ ନ କରାଯାଏ ତେବେ ଏପରି ଧନ କଷ୍ଟ ଦାୟକ ହୋଇଥାଏ। ସେ ସୁଖ ,ସମୃଦ୍ଧି ଦେଇ ନଥାଏ ତେଣୁ ସମୟେ ସମୟେ ଧନ ଦାନ କରିବା ଉଚିତ୍। ଦ୍ବାରକୁ ଆସିଥିବା ଭିକାରୀଙ୍କୁ ମଧ୍ୟ କେବେ ଫେରାଇବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *