କହିବା ଲୋକଟା ବଡ଼ ହୁଏ ନାହିଁସହିବା ଲୋକ ଟା ବଡ଼,ସହିବା ଲୋକଟା ସଦା ହସୁଥାଏଆସିଲେ ବି ଯେତେ ଝଡ଼ ।हमेशा खुश रहने वाले या प्रसन्न रहने वाले व्यक्ति को संतोषी प्रसन्नजीत आनंदित और हर्षित कहा जाता है।

Spread the love

କହିବା ଲୋକଟା ବଡ଼ ହୁଏ ନାହିଁ
ସହିବା ଲୋକ ଟା ବଡ଼,
ସହିବା ଲୋକଟା ସଦା ହସୁଥାଏ
ଆସିଲେ ବି ଯେତେ ଝଡ଼ ।

ନିଜର ଦୁଃଖ ପାଇଁ କେବେ ବି ସଂସାରକୁ ଦୋଷ ଦିଅନ୍ତୁ ନାହିଁ, ନିଜର ମନକୁ ବୁଝାନ୍ତୁ କାହିଁକି ନା ଆପଣଙ୍କ ମନର ପରିବର୍ତ୍ତନ ହିଁ ଆପଣଙ୍କ ଦୁଃଖର ଅନ୍ତ କରି ପାରିବ ।

ଅତୀତକୁ ଗ୍ରହଣ କରନ୍ତୁ, ବର୍ତ୍ତମାନକୁ ପରିଚାଳନା କରନ୍ତୁ, ଭବିଷ୍ୟତ ଆଡକୁ କଠିନ ପରିଶ୍ରମ କରନ୍ତୁ ।

କର୍ମ କୁହେ କେବେ ହେଲେ ଅନ୍ୟକୁ ନିଜ କଥା ମନେ ପକେଇବାକୁ Try କରିବ ନାହିଁ, ସମୟ ଆସିଲେ ତୁମର ଶୂନ୍ୟତାକୁ ସେ ନିଜ Life ରେ ଜାଣିପାରିବ ।

हमेशा खुश रहने वाले या प्रसन्न रहने वाले व्यक्ति को संतोषी प्रसन्नजीत आनंदित और हर्षित कहा जाता है।

संतोषी: जो अपनी स्थिति में संतुष्ट रहकर खुश रहता है, जैसा कि [द आर्ट ऑफ़ लिविंग

प्रसन्नचित्त: जिसका मन हमेशा प्रसन्न रहता है।

आनंदित: जो हमेशा आनंद या खुशी का अनुभव करता है।

हर्षित: जो सदा उल्लास और खुशी से भरा रहता है।