ଗୁରୁବାର ବିଜେପିର ବାର୍ଷିକ ‘ଦିୱାଲୀ ମିଲନ‘ରେ ପ୍ରଧାନମନ୍ତ୍ରୀଙ୍କ ସହ ପତ୍ରକାର ସେଲ୍ଫି ନେବାକୁ Alt Newsର ମହମ୍ମଦ ଜୁବେର ’ଦରବାରୀ ପତ୍ରକାର‘ ଓ The Wireର ଅରଫା ଖାନୁମ ସେରୱାନୀ ’ତୋଷାମଦୀ ଜୋକର‘ କହିଥିବା ବେଳେ କେତେକ ତାଙ୍କୁ ସେମାନଙ୍କ ପୂର୍ବ ଫଟୋ ଦେଖାଇ Fact-Checker ନୁହେଁ Fart-Checker କହି troll କରିଛନ୍ତି!

Spread the love

Oplus_131072

୨୦୧୫ରେ ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା (ସେତେବେଳେ କ୍ଷମତାରେ ନଥିଲେ) ଏହାକୁ ‘ସେଲ୍ଫି ସର୍କସ‘ ଓ ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟାର ସାମ୍ବାଦିକଙ୍କର ପ୍ରଶ୍ନ କରିବାର ସାହସ ନାହିଁ କହି ଆକ୍ଷେପ କରିଥିଲେ!