ଓଡ଼ିଶାରେ ଡିଡିୟୁ-ଜିକେୱାଇ ୨.୦ର ସଫଳ ରୂପାୟଣ ପାଇଁ ଓରମାସ୍ର ପଦକ୍ଷେପ
- ଦୁଇଦିନିଆ ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କଲେ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ
• ଡିଡିୟୁ-ଜିକେୱାଇ ମାଧ୍ୟମରେ ରାଜ୍ୟରେ ପ୍ରାୟ ୨.୧୦ ଲକ୍ଷ ଗ୍ରାମୀଣ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ, ୧.୨୩ ଲକ୍ଷରୁ ଅଧିକଙ୍କୁ ମିଳିଛି ନିଯୁକ୍ତି
• ଚଳିତ ୨୦୨୫-୨୦୨୮ ଯୋଜନା ଲକ୍ଷ୍ୟ: ୬୨,୦୫୦ ଗ୍ରାମୀଣ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ, ଏଥିପାଇଁ ପ୍ରାୟ ୭୫୦ କୋଟି ଟଙ୍କାର ବ୍ୟୟବରାଦ
ORMAS Steps Up Efforts to Strengthen DDU-GKY 2.0 Implementation in Odisha
• Two-day State-Level Capacity Building Programme inaugurated by Hon’ble Minister Shri Rabi Narayan Naik
• Nearly 2.10 lakh rural youth trained and over 1.23 lakh placed since DDU-GKY’s inception
• Odisha’s ongoing target: 62,050 rural youth to be trained by 2028, with an outlay of nearly ₹750 crore











