‘ମୁଁ ନବେ ଦଶକରେ ଦିଲ୍ଲୀରେ ଥିବାବେଳେ ମିଡିଆ ବନ୍ଧୁଙ୍କ ସହ ସମ୍ପର୍କ ରଖୁଥିଲି। ପ୍ରେସ ରିଲିଜ ବାଣ୍ଟିବାଠାରୁ ସାମ୍ବାଦିକଙ୍କ ପାଇଁ ଚେୟାର ପକାଉଥିଲି।

ଏବେ ଦେଶକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ଆପଣମାନେ ସହଯୋଗ କରନ୍ତୁ!’ – ପ୍ରଧାନମନ୍ତ୍ରୀ ମୋଦୀ
ବିଜେପି ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ପାଇଁ ‘ଦିୱାଲୀ ମିଲନ‘ଅବସର ରେ











