ଷ୍ଟାର୍ଟଅପ୍ ମଧ୍ୟ ଆପଣଙ୍କ ଭାଗ୍ୟ ବଦଳାଇପାରେ!
‘ବୋସ୍’ (Bose) ଏବଂ ଏହାର ମ୍ୟୁଜିକ୍ ସ୍ପିକର୍କୁ ଦେଖନ୍ତୁ।
ଜଣେ ଇଞ୍ଜିନିୟର ଭାବେ ସେ ନିଜର ଚିନ୍ତାଧାରା ଓ ଉଦ୍ଭାବନକୁ ଏକ ସରକାରୀ ତାଲିକାଭୁକ୍ତ କମ୍ପାନୀ ପରିବର୍ତ୍ତେ ଏକ ଘରୋଇ କମ୍ପାନୀର ରୂପ ଦେଇଥିଲେ।
ଏଥିରୁ ସେ ହଜାର ହଜାର କୋଟି ଟଙ୍କା ଉପାର୍ଜନ କରିଥିଲେ।
ମୃତ୍ୟୁ ପୂର୍ବରୁ ସେ ନିଜ କମ୍ପାନୀର ଅଧିକାଂଶ ଅଂଶଧନ (Shares) ନିଜର ଶିକ୍ଷାନୁଷ୍ଠାନ MIT (Massachusetts Institute of Technology), ଆମେରିକାକୁ ଦାନ କରିଦେଇଥିଲେ।











