Spread the love

ଟାଙ୍ଗୀ ଚୌଦ୍ୱାର ସାମ୍ବାଦିକ ମିଳିତ ମଞ୍ଚ ର ବୈଠଜ

ଚୌଦ୍ୱାର,, ପ୍ରକାଶ ବେଉରା ଦର୍ଶନ ସମୀକ୍ଷା

ସାମ୍ବାଦିକମାନଙ୍କ ନାମରେ ଟାଙ୍ଗୀ ଚୌଦ୍ୱାର ଅଞ୍ଚଳରେ କିଛି ଅଣ ସାମ୍ବାଦିଜ ବିଭିନ୍ନ ଅନୟୀତିକ କାର୍ଯ୍ୟ ଓ ସାନାଜିକ ଗଣ ମାଧ୍ୟମରେ ବାରମ୍ବାର ଆଶାଳିନ ମନ୍ତବ୍ୟ ଦେବା ବିରୋଧରେ ଆଜି ଟାଙ୍ଗୀ ଚୌଦ୍ୱାର ସାମ୍ବାଦିକ ମିଳିତ ମଞ୍ଚ ର ଏକ ବୈଠକ ବ୍ୟାଘ୍ର ବାହିନୀ ମନ୍ଦିର ରେ ଅନୁଷ୍ଠିତ ହୋଇ ଯାଉଛି!

ସତ୍ୟବ୍ରତ ଦାସଙ୍କ ଆବାହକତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ଟାଙ୍ଗୀ, ଚୌଦ୍ଵର, ଜଗତପୁର, କଟଜ, ସାଲେପୁର ଅଞ୍ଚଳର ଶତାଧିକ କାର୍ଯ୍ୟରତ ସାମ୍ବାଦିକ ମାନେ ଯୋଗଦେଇଥୁଲେ! ବହୁ ସାମ୍ବାଦିକ ଏହି ବୈଠକରେ ନିଜ ମତ ରଖୁବା ସହ ସାମ୍ବାଦିକ ମାନଙ୍କ ଏକତା ଉପରେ ଜୋର ଦେବାସହ ଅଣ ସାମ୍ବାଦିକ ମାନଙ୍କ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାପାଇଁ ଦୃଢ଼ ପଦକ୍ଷେପ ନେବାଜୁ ମତ ପ୍ରକାଶ କରିଥିଲେ!

ପରେ ସର୍ବସାମ୍ମତି କ୍ରମେ ଚୌଦ୍ୱାର ଥାନାରେ ସାମ୍ବାଦିଜ ମାନଙ୍କ ବିରୋଧ ରେ ବାରମ୍ବାର ଆଶାଳିନ ମନ୍ତବ୍ୟ ଦେଉଥିବା ଜଣେ ଯୁବଜ ବିରୋଧରେ ଲିଖିତ ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବକୁ ଦାବି କରିଥିଲେ!! ଏଭଳି ସଫଳ ବୈଠକ ର ଆୟୋଜନ କରିବାରେ ଦୀପକ ମଙ୍ଗରାଜ, ସରୋଜ ଭଦ୍ରା, ସ୍ୱାଧୀନ ଦାସ, ଶଙ୍କର ମହାପାତ୍ର, ବିମଲ ବେଉରା, ଡମ୍ବରୁ ଧର ବେହେରା, ରତି ପଟନାୟକ, ମଳୟ ଶଡ଼ଙ୍ଗୀ, ଦୀପ୍ତେସ ପଟନାୟକ ସଂଜୀବ ତିୱାରି, ପ୍ରକାଶ ନାୟକ,ପ୍ରଦୀପରାଜ, ବିଶ୍ୱଜିତ ଭଞ୍ଜ,ପ୍ରମୁଖ ସହଯୋଗ କରିଥିଲେ