Once //2009ରେ ଦିଲ୍ଲୀରେ ବୈଜୟନ୍ତ (ଜୟ) ପଣ୍ଡାଙ୍କ ଘରେ ମୁଁ ରାହୁଲ ଗାନ୍ଧୀଙ୍କୁ ଦେଖିଲି।ରାହୁଲ ପଚାରିଲେ- ଆପଣ outlookର ଅଧ୍ୟକ୍ଷ ଭାବେ କିଭଳି ସମୟ କଟାଉଛନ୍ତି?ମୁଁ ଉତ୍ତର ଦେଲି- ମୁଁ ଜଣେ ଗଣିକାର ଅଧିକାର ପାଇଛି- ଦାୟିତ୍ୱ ବିନା କ୍ଷମତା ପାଇଛି- ବିନୋଦ ମେହେଟା Book: Editor Unplugged (2014)

Spread the love

2009ରେ ଦିଲ୍ଲୀରେ ବୈଜୟନ୍ତ (ଜୟ) ପଣ୍ଡାଙ୍କ ଘରେ ମୁଁ ରାହୁଲ ଗାନ୍ଧୀଙ୍କୁ ଦେଖିଲି। ରାହୁଲଙ୍କ ସହ ମୋର ଥରେ ଦୁଇ ଥର ଦେଖାହୋଇଛି।

ମୁଁ ସେତେବେଳେ outlookର ଅଧ୍ୟକ୍ଷ ଓ ସମ୍ପାଦକ ଥାଏ। ମାଲିକ ରାଜନ ରେହଜା ପରିବାର।

ରାହୁଲ ପଚାରିଲେ- ଆପଣ outlookର ଅଧ୍ୟକ୍ଷ ଭାବେ କିଭଳି ସମୟ କଟାଉଛନ୍ତି?

ମୁଁ ଉତ୍ତର ଦେଲି- ମୁଁ ଜଣେ ଗଣିକାର ଅଧିକାର ପାଇଛି- ଦାୟିତ୍ୱ ବିନା କ୍ଷମତା ପାଇଛି।

ରାହୁଲ ତୀକ୍ଷ୍ଣ ଭାବେ ଉତ୍ତର ଦେଲେ- ଦାୟିତ୍ୱ ବିନା କ୍ଷମତା ନଥାଏ!

-ବିନୋଦ ମେହେଟା

Book: Editor Unplugged (2014)

(ଜନ୍ମ: ୧୯୪୨, ମୃତ୍ୟୁ- ୨୦୧୫)

◆୧୯୯୫ରୁ ୨୦୧୨ outlook ସମ୍ପାଦକ
◆୧୯୭୪- Debonair ସମ୍ପାଦକ

Leave a Reply

Your email address will not be published. Required fields are marked *