2009ରେ ଦିଲ୍ଲୀରେ ବୈଜୟନ୍ତ (ଜୟ) ପଣ୍ଡାଙ୍କ ଘରେ ମୁଁ ରାହୁଲ ଗାନ୍ଧୀଙ୍କୁ ଦେଖିଲି। ରାହୁଲଙ୍କ ସହ ମୋର ଥରେ ଦୁଇ ଥର ଦେଖାହୋଇଛି।
ମୁଁ ସେତେବେଳେ outlookର ଅଧ୍ୟକ୍ଷ ଓ ସମ୍ପାଦକ ଥାଏ। ମାଲିକ ରାଜନ ରେହଜା ପରିବାର।
ରାହୁଲ ପଚାରିଲେ- ଆପଣ outlookର ଅଧ୍ୟକ୍ଷ ଭାବେ କିଭଳି ସମୟ କଟାଉଛନ୍ତି?
ମୁଁ ଉତ୍ତର ଦେଲି- ମୁଁ ଜଣେ ଗଣିକାର ଅଧିକାର ପାଇଛି- ଦାୟିତ୍ୱ ବିନା କ୍ଷମତା ପାଇଛି।
ରାହୁଲ ତୀକ୍ଷ୍ଣ ଭାବେ ଉତ୍ତର ଦେଲେ- ଦାୟିତ୍ୱ ବିନା କ୍ଷମତା ନଥାଏ!
-ବିନୋଦ ମେହେଟା
Book: Editor Unplugged (2014)
(ଜନ୍ମ: ୧୯୪୨, ମୃତ୍ୟୁ- ୨୦୧୫)
◆୧୯୯୫ରୁ ୨୦୧୨ outlook ସମ୍ପାଦକ
◆୧୯୭୪- Debonair ସମ୍ପାଦକ












Leave a Reply