Spread the love

କଟକ ସୋତନ୍ତ୍ର ପ୍ରତିନିଧି  ଅପରାଧୀ ମାନଙ୍କୁ ଦମନ କରିବାରେ କଟକ ପୁଲିସ ଯେମିତି ତିନି ଚାରିବର୍ଷ ତଳୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ସଫଳ ହେଇଥିଲା ଯାହାର ଉଦାହରଣ ଆଜିଜଣେ ବୁଦ୍ଧିଜୀବୀ ବାଦାମବାଡ଼ିରେ କହୁଥିଲେ ଯଦି ଜଣେ ରାତି ଅଧରେ କଟକ ସହର ରେ ସାଇକେଲ ରେ ଯାଏ ଆରାମରେ ପୁରା ଟାଉନ ବୁଲି ଆସିବ କେହି ତାକୁ କେହି କିଛି ବି ବଦମାସୀ କରିବେନି.ଭୁବନେଶ୍ୱର ରେ ପୁଣି ରାତିଅଧରେ ଶହେ ଗୁଣ୍ଡା ଏତେ ସାହସ ତାଙ୍କର ମେସିନ ନେଇ ଥାନା ଠୁ ଅଳ୍ପ ଦୂରରେ ଆତଙ୍କ ଖେଳେଇଲେ ଗୋଟେ ଦୋକାନ କୁ ଗୁଣ୍ଡ କରିଦେଲେ.. ମୋର ପ୍ରଥମ କଥା ଶୁଣି ଖୁସି ଲାଗିଲା ଓ ପୁରୁଣା କଟକ ଇତିହାସ କୁ ମନେପକେଇଲେ ଯେମିତି ଲାଗୁଥିଲା ସାରା ଭାରତ ବର୍ଷରେ କଟକ ଅପରାଧୀ ଙ୍କ ଚରାଭୂଇଁ. କିନ୍ତୁ ସମୟ ଆସିଲା କଟକ ର ବଛା ବଛା ପୁଲିସ ଅଫିସର ମାନଙ୍କୁ ନେଇ ଏକ ଟିମ ଗଠନ କରାଯାଇ ଗୋଟାଏ ପରେ ଗୋଟାଏ ଅପରେସନ ରେ ସମସ୍ତ ଅପରାଧୀ ଜାଲରେ ପଡିଲେ. ଏବଂ ଜେଲକୁ ଗଲେ ଆଉ ଯେତିକି ଖୁଚୁରା ଅପରାଧୀ ଥିଲେ ଥାନାକୁ ହାଜିରା ପକେଇବାକୁ ଦୌଡ଼ି ଦୌଡ଼ି ଶେଷରେ ରାସ୍ତା କଡରେ ଭଲ ଅନୁଷ୍ଠାନ କରି ପରିବାର ପୋଷିଲେ. ସେହିପରି ଭୁବନେଶ୍ୱର ରେ ପୁଣି ହୁଏତ ସେଇଭଳି ଟିମଗଠନ ର ଆବଶ୍ୟକ ପଡ଼ିଲାଣି.. ଯାହା ଜଣା ପଡୁଛି ଖୁବ ଶୀଘ୍ର ଭୁବନେଶ୍ୱର ପୋଲିସ ଏକ ଜବରଦସ୍ତ ଆକ୍ସନ ମୁଡ଼ ରେ ଆବିର୍ଭାବ ହେବାକୁ ଯାଉଛି…………

Related Post

Leave a Reply

Your email address will not be published. Required fields are marked *

You Missed