ଆକ୍ସନ ମୂଡ଼ରେ ଗଞ୍ଜାମ ପୋଲିସ // ସ୍ପେସାଲ ଡ୍ରାଇଭରେ ବ୍ରହ୍ମପୁର ପୋଲିସ ଗୋଡେଇ ଗୋଡେଇ ମାଡ଼ିବସିଲେ ,୧୨ ଜଣ କୁଖ୍ୟାତ ଅପରାଧି ଙ୍କୁ ।୬ଟି ପିସ୍ତଲ, ୧୨ ଅଫୁଟା ଗୁଳି, ୫ଟି ଖଣ୍ଡା, ଗୋଟିଏ ଶାବଳ, ୭ଟି ମୋବାଇଲ ଜବତ,ଅଭିଯୁକ୍ତଙ୍କ ନାମରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା

Spread the love

ବ୍ରହ୍ମପୁର – ସ୍ପେସାଲ ଡ୍ରାଇଭରେ ବ୍ରହ୍ମପୁର ପୋଲିସକୁ ସଫଳତା ।

  • ୧୨ ଜଣ କୁଖ୍ୟାତ ଅପରାଧି ଗିରଫ ।
  • ୬ଟି ପିସ୍ତଲ, ୧୨ ଅଫୁଟା ଗୁଳି, ୫ଟି ଖଣ୍ଡା, ଗୋଟିଏ ଶାବଳ, ୭ଟି ମୋବାଇଲ ଜବତ ।
  • ବଡ଼ବଜାର, ସଦର ଥାନା, ନିମଖଣ୍ଡି ଦିଗପହଣ୍ଡି ଥାନା ଅଞ୍ଚଳରୁ ୧୨‌ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
  • ଏହି ଅଭିଯୁକ୍ତଙ୍କ ନାମରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା ।

Leave a Reply

Your email address will not be published. Required fields are marked *