ଜଟକ // ରେଭେନ୍ଶା ବିଶ୍ୱ ବିଦ୍ୟାଳୟ ର ପ୍ରାକ୍ତନ 44/86 ବ୍ୟାଚ ଓଡ଼ିଆସ୍ନାତକୋତ୍ତର ବିଭାଗା ଛାତ୍ର ଛାତ୍ରୀ ଙ୍କ ର ହୋଟେଲ ପପେୟା ଥିଓରୀ ରେ ଅନୁଷ୍ଠିତ ହୋଇଯାଇଛି

Spread the love

କଟକ : (ଦର୍ଶନ ସମୀକ୍ଷ) ରେଭେନ୍ଶା ବିଶ୍ୱ ବିଦ୍ୟାଳୟ ର ପ୍ରାକ୍ତନ 44/86 ବ୍ୟାଚ ଓଡ଼ିଆସ୍ନାତକୋତ୍ତର ବିଭାଗା ଛାତ୍ର ଛାତ୍ରୀ ଙ୍କ ର ହୋଟେଲ ପପେୟା ଥିଓରୀ ରେ ଅନୁଷ୍ଠିତ ହୋଇଯାଇଛି
ଅନୁଷ୍ଠାନ ର ବଭିନ୍ନ କାର୍ଯ୍ୟ କ୍ରମ
ମଧ୍ୟରେ ଗଳ୍ପ, ଆଧୁନିକ କବିତାପାଠ, ବୟଙ୍ଗାତ୍ମକ ଢଗ ଢମାଳି, ଡାନ୍ସ ଓ ଓଡ଼ିଆ ପାଲା
ପରିବେଷଣ ସହିତ ବହୁ ଗୁରୁତ୍ୱ ପୂର୍ଣ୍ଣ ବିଷୟ ଯଥା ଓଡ଼ିଆଭାଷା ର
ଭବିଷତ ସଂପର୍କରେ ଆଲୋଚନା
କରାଯାଇଥିଲା.ଇତି ମଧ୍ୟ ରେ ନିଜର ବୟସ ବରିଷ୍ଟ ନାଗରିକ ବୋଲି କିଛି କ୍ଷଣ ଭୁଲି ଯାଇଥିଲେ.
ଏହି ବନ୍ଧୁମିଳନ ର ନେତୃତ୍ୱ ଡ଼ ବ୍ରଜକିଶୋର ନାୟକ ନେଇ ଥିବାବେଳେ ସହଯୋଗ କରିଥିଲେ
ସର୍ବ ଶ୍ରୀ ଡ଼ ପ୍ରଶାନ୍ତ ରଥ. ଶ୍ରୀମତୀ କଳ୍ପନା ମିଶ୍ର, ପ୍ରତାପ କୁ. ହାତୀ. ଡ଼. ସୁବାସ ବିଶ୍ୱାଳ. ଡ଼. ରବିନାରାୟଣ ମହାରଣା,.ଡ଼. ତନ୍ମୟ କବି, ବୈଜୟନ୍ତୀ ମାଳା ମହାନ୍ତି, ଅପରାଜିତା ବେହୁରା, ପ୍ରମୋଦ ପଣ୍ଡା, ଇଲା ରାୟ, ଉପେନ୍ଦ୍ର ବେହେରା, ମାନସୀ ବେହୁରା, ଆଡ଼ଭୋକେଟ ପ୍ରସନ୍ନ
ପଟନାୟକ ଓ ବିଶୁ ବାବୁ ପ୍ରମୁଖ
ଅଂଶଗ୍ରହଣ କରି ବନ୍ଧୁମିଳନର
ସଫଳତା କାମନା କରିଥିଲେ.

Leave a Reply

Your email address will not be published. Required fields are marked *