ଦ୍ରୌପଦୀ ଦେବୀ ବାଲ୍ ଭବନ ରେ ଆଜି କୁନି ପିଲା ଙ୍କ ମନୋରଞ୍ଜନ କରିବା ପାଇଁ ମାଷ୍ଟର ପ୍ରତିଶି କୁମାର ଯୋଶୀ ଙ୍କ କଣ୍ଢେଇ ନାଚ।
ଦର୍ଶନ ସମୀକ୍ଷା ବଡ଼ବିଲ
ତା -07/02/2025
ବଡ଼ବିଲ ର ଅଗରଣୀ ପ୍ଲେ ସ୍କୁଲ ଦ୍ରୌପଦୀ ଦେବୀ ବାଲ୍ ଭବନ ଆଜି ପିଲା ମାନଙ୍କ ମନୋରଞ୍ଜନ କରିବାପାଇଁ ସୁଦୂର ଦିଲ୍ଲୀ ରୁ କୁନି ପିଲା ଯାହାର ବୟସ ମାତ୍ର ସାତ ବୟସ ଯିଏ ପାଞ୍ଚ ବର୍ଷ ବୟସ ରୁ କଣ୍ଢେଇ ନାଚ ଶିକ୍ଷା ଗ୍ରହଣ କରି ଛୋଟ ଛୋଟ ପିଲା ମାନଙ୍କ ମନୋରଞ୍ଜନ କରିବା ସହ ସେ ନିଜେ ମଧ୍ୟ ଭାରି ଉତ୍ସହିତ ଥିଲେ ଓ ସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ତାଙ୍କ କଣ୍ଢେଇ ନାଚ ରେ ମନ୍ତ୍ର ମୁଗ୍ଧ ହୋଇଥିଲେ

ଶେଷ ରେ ପ୍ଲେ ସ୍କୁଲର ପ୍ରିନସିପାଲ ରିତୁ ଜଲନ ତାଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପଟଚିତ୍ର ଉତରୀ ଦେଇ ସନ୍ନମାନନିତ କରିବା ସହ ଏହି କର୍ଯ୍ୟ କର୍ମ କୁ ମଧୁ ଝା, ସୁମନ ତିୱାରୀ, ରିୟା କର୍ମକାର, ମୌସୁମୀ ବାନାର୍ଜୀ, କ୍ରିଷ୍ଣା ସାହୁ ଓ ସହ ପାଠୀ ସହଯୋଗ କରିଥିଲେ।












Leave a Reply