ଜେଫ୍ରି ଏପଷ୍ଟାଇନ ଫାଇଲ ଉପରେ CNNର ହ୍ୱାଇଟ ହାଉସ ମହିଳା ସାମ୍ବାଦିକ କେଟଲାଇନ୍ସ କଲିନ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ କଣ ପଚାରିଲେ

ଆଉ ଟ୍ରମ୍ପ କଣ ଉତ୍ତର ଦେଲେ:
- ପ୍ରଶ୍ନ: ଯେଉଁ ପୀଡ଼ିତ ନ୍ୟାୟ ପାଇନାହାନ୍ତି, ସେମାନଙ୍କୁ କ’ଣ କହିବେ?
- ଟ୍ରମ୍ପଙ୍କ ଉତ୍ତର: ତୁମେ ଜଣେ ଅତ୍ୟନ୍ତ ଖରାପ ସାମ୍ବାଦିକ (worst reporter)।
- ମୁଁ ତୁମକୁ ୧୦ ବର୍ଷ ଧରି ଜାଣେ, କିନ୍ତୁ କେବେ ହସୁଥିବା ଦେଖିନି।
- CNN ଗୋଟେ ଅସତ୍ୟବାଦୀ ସଂଗଠନ (dishonest organization)।
- ଏପଷ୍ଟାଇନ ଫାଇଲ୍ସ ଛାଡ଼ି ଦେଶ ଆଗକୁ ବଢ଼ିବା ଉଚିତ!
- CNNର bias (ପକ୍ଷପାତ) ବାମ ଢଳଣି…ଟ୍ରମ୍ପଙ୍କ ସହିତ ସେମାନଙ୍କର ଟଣାଓଟରା (friction) ସମ୍ପର୍କ ରହିଆସିଛି!












Leave a Reply