ଝାରସୁଗୁଡା ତଲାବିରା-୨ କୋଇଲା ଖଣି ଆବଣ୍ଟନ ସୁପ୍ରିମକୋର୍ଟରୁ ପୂର୍ବ ପ୍ରଧାନମନ୍ତ୍ରୀ ତଥା କେନ୍ଦ୍ର କୋଇଲା ମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂହଙ୍କ ସହ ନବୀନ ପଟନାୟକଙ୍କୁ ବି କ୍ଲିନ ଚିଟ!ବିଜେଡିକୁ ନିର୍ବାଚନୀ ବଣ୍ଡରେ ୨୦୧୯ରୁ ୨୦୨୪ ଭିତରେ ସର୍ବାଧିକ ₹୨୬୫ କୋଟି ଚାନ୍ଦା ଦେଇଥିଲା!

Spread the love

ଝାରସୁଗୁଡା ତଲାବିରା-୨ କୋଇଲା ଖଣି ଆବଣ୍ଟନ:

ସୁପ୍ରିମକୋର୍ଟରୁ ପୂର୍ବ ପ୍ରଧାନମନ୍ତ୍ରୀ ତଥା କେନ୍ଦ୍ର କୋଇଲା ମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂହଙ୍କ ସହ ନବୀନ ପଟନାୟକଙ୍କୁ ବି କ୍ଲିନ ଚିଟ!

ସୁପାରିଶରେ ସମସ୍ୟା ନାହିଁ!

୨୦୧୪ରେ ସୁପ୍ରିମକୋର୍ଟ ନିଲାମ ବ୍ୟବସ୍ଥା ଆରମ୍ଭ କରିବା ପୂର୍ବରୁ ସୁପାରିଶକୁ ଦେଖି ମନ୍ତ୍ରୀସ୍ତରୀୟ କମିଟି ଖଣି ଦେଉଥିଲା!

୨୦୦୫ରେ ନବୀନଙ୍କ ସୁପାରିଶରେ ହିଣ୍ଡାଲକୋକୁ କୋଇଲା ଖଣି ମିଳିଥିଲା

*ଆଦିତ୍ୟ ବିର୍ଲା ଗ୍ରୁପ (ହିଣ୍ଡାଲକୋ ଯାହାର ଏକ ଅଂଶ) ବିଜେଡିକୁ ନିର୍ବାଚନୀ ବଣ୍ଡରେ ୨୦୧୯ରୁ ୨୦୨୪ ଭିତରେ ସର୍ବାଧିକ ₹୨୬୫ କୋଟି ଚାନ୍ଦା ଦେଇଥିଲା!

(*କଂଗ୍ରେସ ବଣ୍ଡ ବାଟେ ଏହି ଗ୍ରୁପରୁ ମାତ୍ର ₹୧୦ ଲକ୍ଷ ଚାନ୍ଦା ପାଇଥିଲା!)

Leave a Reply

Your email address will not be published. Required fields are marked *