ମୁଁ ୨୦୨୪ରେ ଲେଖିଥିଲି, ଆଗକୁ ପୁଣି NEET ପେପର ଲିକ ହେବ- ଅନିଲ ସ୍ୱରୂପ, IAS, ପୂର୍ବତନ ଶିକ୍ଷା ସଚିବ
ଶିକ୍ଷା ମନ୍ତ୍ରୀ ଭାବେ ପ୍ରକାଶ ଜାବଡେକର ଯେତେ ଗଭୀରକୁ ଯାଉଥିଲେ, ଧର୍ମେନ୍ଦ୍ର ପ୍ରଧାନ ସେଭଳି ଯାଉନଥିଲେ (ଯଦିଓ ମୁଁ ତାଙ୍କ ଅଧୀନରେ କାମ କରିନି)
ଶିକ୍ଷା ମନ୍ତ୍ରଣାଳୟରେ ବହୁ ପ୍ରକାର ମାଫିଆ ଆସନ୍ତି
କଲ୍ୟାଣ ସିଂହ ଯେଭଳି ଫାଇଲକୁ ତର୍ଜମା କରୁଥିଲେ, ମାୟାବତୀ କରୁନଥିଲେ!












Leave a Reply