‘ଚାଇନା ଫଣ୍ଡ‘ରେ ଡିଜିଟାଲ ମିଡିଆ-NewsClick ଚାଲିଛି କହି ୨୦୨୩ରେ ଏହାର ମୁଖ୍ୟ ସମ୍ପାଦକ ପ୍ରବୀଣ ପୁରକାୟସ୍ଥଙ୍କୁ ଦିଲ୍ଲୀ ପୋଲିସ ୮ ମାସ ଜେଲରେ ରଖିଲା, ED କେସ କଲା!
ମାସେ ତଳେ RBI କ୍ଲିନଚିଟ ଦେଲା, ଦିଲ୍ଲୀ ହାଇକୋର୍ଟ କହିଲେ କିଛି ପ୍ରମାଣ ମିଳିଲା ନାହିଁ- ଆଇନର ଘୋର ଅପବ୍ୟବହାର ହୋଇଛି!
ସେତେବେଳକୁ ୮୦ ଜଣ ସାମ୍ବାଦିକ ଚାକିରି ହରାଇ ସାରିଥିଲେ!👀
NewsClick founder and editor-in-chief Prabir Purkayastha was arrested on October 3, 2023, under the stringent Unlawful Activities (Prevention) Act (UAPA) regarding allegations of foreign funding and pro-China propaganda. He was later released on bail in May 2024 after the Supreme Court ruled his arrest invalid.












Leave a Reply