‘୨୦୧୧ରେ ଆନ୍ନା ଆନ୍ଦୋଳନ ହେଉ କି ୨୦୧୨ର ରାମଦେବଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ ସମୟରେ, ଆନ୍ନା ତାଙ୍କ ମଞ୍ଚରେ କୌଣସି ରାଜନୈତିକ ଦଳକୁ ପୂରାଇ ଦେଉ ନଥିଲେ। ସେତେବେଳେ RSS ଓ BJP ଆନ୍ନା ଆନ୍ଦୋଳନକୁ ପଛରୁ ସମ୍ବଳ ଯୋଗାଇ ଦେଉଥିଲେ।
ସେତେବେଳେ ମନମୋହନ ସିଂ ସରକାର କୋହଳ ଲାଗୁଥିଲେ, ଏବେ ମୋଦୀ ସରକାର କଠୋର ଲାଗୁଛନ୍ତି।
ସେତେବେଳେ ଟିଭି ୨୪X୭ Live କରୁଥିଲେ।
ମୋଦୀ ସରକାର କୃଷକ ଆନ୍ଦୋଳନ ବ୍ୟତୀତ ଆଉ କୌଣସି ଆନ୍ଦୋଳନ ସମ୍ପର୍କରେ କିଛି ଶୁଣିନାହାନ୍ତି!
ଏବେ ଟିଭି ଜାଗାରେ ସୋସଲ ମିଡିଆର ଗୁରୁତ୍ୱ ବଢ଼ିଛି।
ଏବେ ଟିଭିମାଲିକମାନେ କାହିଁକି ଆନ୍ଦୋଳନକୁ କମ ପ୍ରସାରଣ କରୁଛନ୍ତି?
ଆନ୍ଦୋଳନ ଖବରକୁ ଟିଭି କମ ଗୁରୁତ୍ୱ ଦେବାର କାରଣ- ଟିଭିମାଲିକାନା ଢାଞ୍ଚା, ରାଜନୈତିକ, ବ୍ୟବସାୟିକ, କି ଭୟ ତାହା ଐତିହାସିକ ମାନେ ଲେଖିବେ‘- ରାଜଦୀପ ସର୍ଦେସାଇ












Leave a Reply