Spread the love

ଇନର ହୁଇଲ ତୋଷାଳୀର ସଂସ୍ଥାପନୀ କରଣ ଦିବସ
ଭୁବନେଶ୍ଵର ,୧୧|୭୨୬ ଦର୍ଶନ ସମୀକ୍ଷା
ଭୁବନେଶ୍ଵର ସ୍ଥିତ ଇନର ହୁଇଲ କ୍ଲବ ତୋଷାଳୀର ସଂସ୍ଥାପନୀ କରଣ ଦିବସ ଅନୁଷ୍ଠିତ ହୋଇଯାଇଛି | ଆର୍ଯ୍ୟ ପ୍ୟାଲେସ ଠାରେ ଏହି ଦିବସ ଟି ବହୁ ସମାରୋହ ରେ ପାଳନ କରାଯାଇଥିଲା |

କ୍ଲବର ପିଡ଼ିସି ଶ୍ରୀମତୀ ଇନା ପୁରୋହିତ ଅଧ୍ୟ କ୍ଷତା କରିଥଲେ , ଡିଷ୍ଟ୍ରିଟ ଆଇ ଏସ ଓ ଶ୍ରୀମତୀ ମମତା ବାଜପେୟୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ | ଚଳିତ ବର୍ଷ ପାଇଁ ପୁନର୍ବାର ଚୟନ କରାଯାଇଥିଲା |

ଶ୍ରୀମତୀ ସୋନାଲା ମୁଖାର୍ଜୀ ସଭାପତି ରୂପେ , ଶ୍ରୀମତୀ କିରଣ ବାଳା ମିଶ୍ର ସମ୍ପାଦିକା ରୂପେ ଚୟନ କରାଯାଇଥିଲା | କାର୍ଯ୍ୟକ୍ରମ ଟିକୁ ସୁଚାରୁ ରୂପେ ଦାୟିତ୍ୱ ତୁଲାଇଥିଲେ | ଶ୍ରୀମତୀ ଋତୁପର୍ଣା ସାଠିଆ , କାର୍ଯ୍ୟକ୍ରମ କୁ ସମସ୍ତେ ଉପଭୋଗ କରିଥିଲେ |

Leave a Reply

Your email address will not be published. Required fields are marked *