ଓଡ଼ିଆ ଭର୍ୁଚଆଲ
ଏକାଡେମୀ ପକ୍ଷରୁ‘ପର଼ିର୍ୟ’ କମଚଶାଳା
‘‘ଭାଷାର ଉନ୍ନତ଼ି ସହ଼ିତ ଅର୍ଚନୀତ଼ିର ବ଼ିକାଶ ଜଡ଼ିତ’’
ଭୁବୄନଶ୍ୱର, ରଜତ ମହାପାତ୍ର ଦର୍ଶନ ସମୀକ୍ଷା
ଓଡ଼ିଶାର ବ଼ିଭ଼ିନ୍ନ ସ୍ଥାନ, ଜଣାଶୁଣା ବୟକ୍ତ଼ିତ୍ୱ, ବ଼ିଭ଼ିନ୍ନ କାଯ୍ୟକ୍ରମ, ଘଟଣା ଓ ାରମ୍ପର଼ିକ ଖାଦୟ ବାବଦୄର ସମ୍ପୂର୍ଣ୍୍ତଥୟ
ଡ଼ିଜ଼ିଟା ମାଧ୍ୟମୄର ବ଼ିଶ୍ୱସ୍ତରୄର ହଞ୍ଚାଇବାର ଗୁରୁତ୍ୱ ରହ଼ିଛ଼ିୄବା଼ିଖୟାତନାମା ଭାଷାବ଼ିଜ୍ଞାନୀ ଦମଶ୍ରୀ ଡ. ୄଦବୀପ୍ରସନ୍ନ
ଟ୍ଟନାୟକ ମତବୟକ୍ତ କର଼ିଛନ୍ତ଼ି। ଓଡ଼ିଆ ଭର୍ୁ୍ଆଲ
ଏକାୄଡମୀ କ୍ଷରୁ ଆୄୟାଜ଼ିତ ଦୁଇଦ଼ିନ଼ିଆ କମ୍ଶାଲା ‘ର଼ିର୍ୟ’
ଉଦ୍ ଘାଟନ କର଼ିଡ. ଟ୍ଟନାୟକ ଭାଷାକୁଜୀବନ୍ତ ଓ ପ୍ରାସଗିକ଼ିକ ରବାବାର ଯଥାଥ୍ ପ୍ରୟାସ କରୁବାବାରୁ ଓଡ଼ିଆ ଭର୍ୁ୍ଆ
ଏକାୄଡମୀକୁପ୍ରଶଂସା କର଼ିବାୄ ।
ସ଼ି.ୱାଇ.ଏସ
.ଡ଼ି. ସଭାଗୃହୄର ଅନୁଷ୍ଠ଼ିତ ଏହ଼ିକମ୍ଶାଲାୄର ରାଜୟର ବ଼ିଭ଼ିନ୍ନ ଜ଼ିଲ୍ଲାରୁପ୍ରତ଼ିନ଼ିଧିମାୄନ ଅଂଶଗ୍ରହଣ କର଼ି
ରାଜୟର ପ୍ରସ଼ିଦ୍ଧ ସ୍ଥାନ, ବ଼ିଭ଼ିନ୍ନ ୄକ୍ଷତ୍ରୄର ପ୍ରତ଼ିଷ୍ଠ଼ିତ ଦ଼ିବଂଗତ ଓ ଜୀବ଼ିତ ବୟକ୍ତ଼ିତ୍ୱ, କାଯ୍ୟକ୍ରମ ଓ ଘଟଣା, ଉତ୍ସବାନୁଷ୍ଠାନ ଓ
ାରମ୍ପର଼ିକ ଖାଦୟ ଉୄର ଆୄାର୍ନା କର଼ିବାୄ । ଏକାୄଡମୀର ସର଼୍ିବ ଡ. ପ୍ରଦୀ କୁମାର ରାଉତ ଉଦ୍ଘାଟନ
କାଯ୍ୟକ୍ରମୄର ଅଧ୍ୟକ୍ଷତା କର଼ି କହ଼ିୄ ୄଯ ଓଡ଼ିଆ ଭାଷାର ଉନ୍ନତ଼ି ସହ଼ିତ ଆମ ଅଥ୍ନୀତ଼ିର ବ଼ିକାଶ ଜଡ଼ିତ । ଓଡ଼ିଶାର ବ଼ିଭ଼ିନ୍ନ
ସ୍ଥାନ, ପ୍ରତ଼ିଷ୍ଠାନ, ଖାଦୟ, ୄବଶୄାଷାକ ଆଦ଼ିର ପ୍ରର୍ାର ପ୍ରସାର ଦ୍ୱାରା ସ୍ଥାନୀୟ ଅଥ୍ନୀତ଼ିସୁଦୃଢ଼ ୄହବା ସହ଼ିତ ନୂଆ ଼ିଢ଼଼ିଙ୍କୁ
ଆମ ଅଥ୍ୄନୈତ଼ିକ ବ଼ିକାଶର ଅଂଶୀଦାର କରାଯାଇ ାର଼ିବ ।
କମ୍ଶାଲାୄର ର୍ାର଼ିଟ଼ି ଅଧିୄବଶନୄର ପ୍ରତ଼ିନ଼ିଧିମାୄନ ବୟାକ ଆୄାର୍ନା କର଼ିବାବା ୄବୄଲ ଡ. ଅଜୟ କୁମାର
ମ଼ିଶ୍ର, ଡ. ଅଭ଼ିରାମ ବ଼ିଶ୍ୱାଲ, ଡ. ଶାନ୍ତନୁକୁମାର ରଥ, ମାନସ ମୁଦୁ଼ିଓ ର଼ିତୁଟ୍ଟନାୟକ ସଂସାଧନ ବକ୍ତା ଭାବୄର ୄଯାଗ
ୄଦଇବାୄ ।
କମ୍ଶାଲାର ଉଦ୍ ଯାନ କାଯ୍ୟକ୍ରମୄର ସ଼ି.ୱାଇ.ଏସ .ଡ଼ି.ର ପ୍ରତ଼ିଷ୍ଠାତା ଜଗଦାନନ୍ଦ, ଓକାକ୍ ର ୄଜୄନରା ମୟାୄନଜର
ସବୟସାର୍ୀ ୄହାତା ଏବଂ ଓଡ଼ିଶା ନୄଜ କୄ୍ାୄରସନର ର଼ିର୍ାଲନା ନ଼ିୄଦ୍ଶକ ଡ. ମୄନାରଞ୍ଜନ ୄାଥାଲ ବକ୍ତବୟ
ରବାବାୄ । ପ୍ରତ଼ିନ଼ିଧିମାନଙ୍କୁଅଗିକବସ୍ତ୍ର ପ୍ରଦାନୂବ୍କ ସମବଦ୍ଧିତ କରାଯାଇବାା । ଏକାୄଡମୀର ବର଼ିଷ୍ଠ ର଼ିର୍ାଲକ ସ୍ମୃତ଼ିରଞ୍ଜନ
ମ଼ିଶ୍ର ଧନୟବାଦ ଅ୍ଣ କର଼ିବାୄ । ଉଭୟ ଦ଼ିନ କାଯ୍ୟକ୍ରମୄର ଏକାୄଡମୀର ସ୍ୱତନ୍ତ୍ର ଅଧିକାରୀ ଶ୍ରୀନ଼ିବାସ ମ଼ିଶ୍ର,
ରାମଶ୍ଦାତା ଡ. ଡ଼ି. ଏନ
. ମହାନ୍ତ଼ି, ୄଦବାନନ୍ଦ ଭଞ୍ଜ, ସଚ୍ଚ଼ିଦାନନ୍ଦ ଣ୍ଡା, ସୂଯ୍ୟରଞ୍ଜନ ମହାନ୍ତ଼ିଓ ସୂଯ୍ୟ ମ଼ିଶ୍ର ପ୍ରମୁଖ ଉସ୍ଥ଼ିତ












Leave a Reply