ଡିଜିଟାଲ ଆରେଷ୍ଟ; କମିଶନରେଟ ପୋଲିସର ସତର୍କବାର୍ତ୍ତା
ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ସତର୍କବାର୍ତ୍ତା
ଡିଜିଟାଲ ଆରେଷ୍ଟ ଏକ ବଡ଼ ଠକେଇ ବୋଲି କହିଲା କମିଶନରେଟ ପୋଲିସ
‘ଭାରତରେ ‘ଡିଜିଟାଲ ଆରେଷ୍ଟ’ ବୋଲି କୌଣସି ଆଇନଗତ ବ୍ୟବସ୍ଥା ନାହିଁ’
‘ପୋଲିସ କିମ୍ବା କୌଣସି ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଡିଜିଟାଲ ଆରେଷ୍ଟ କରନ୍ତିନି’
ଭିଡିଓ କଲ୍ କିମ୍ବା ମେସେଜ୍ ମାଧ୍ୟମରେ କେବେ କାହାକୁ ଗିରଫ କରନ୍ତି ନାହିଁ’
ତଦନ୍ତକାରୀ ସଂସ୍ଥା କୌଣସି ଆପ୍ରେ ଯୋଗଦେବାକୁ କେବେ ହେଲେ କହିନଥାନ୍ତି’
ସନ୍ଦେହଜନକ ଫୋନ୍ କଲ୍ ଆସିଲେ ସଙ୍ଗେ ସଙ୍ଗେ କଲ୍ କାଟିବାକୁ ନିର୍ଦ୍ଦେଶ
-‘ଅଜଣା -ବ୍ୟକ୍ତିଙ୍କ କଥାରେ କେବେ ଟଙ୍କା ପଠାନ୍ତୁ ନାହିଁ, FD/PPF ଭାଙ୍ଗନ୍ତୁ ନାହିଁ’
-OTP, PIN, ପାସୱାର୍ଡ କିମ୍ବା ବ୍ୟାଙ୍କିଂ ସୂଚନା କାହା ସହ ସେୟାର୍ କରନ୍ତୁ ନାହିଁ’
ତୁରନ୍ତ ୧୯୩୦ (ଜାତୀୟ ସାଇବର ଅପରାଧ ହେଲ୍ପଲାଇନ୍)କୁ କଲ୍ କରନ୍ତୁ’
cybercrime.gov.in ଓ୍ୱେବସାଇଟ୍ରେ ଅଭିଯୋଗ କରିପାରିବେ’
ସାଇବର କ୍ରାଇମ୍ ଓ ଆର୍ଥିକ ଅପରାଧ ଥାନା ସହ ଯୋଗାଯୋଗ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର CC & EO ଥାନା ମୋବାଇଲ୍ ନଂ 7440006709
କଟକ CC & EO ଥାନା ମୋବାଇଲ୍ ନଂ 8280405695












Leave a Reply