ଦହି ସର୍ବତ ବାଣ୍ଟିଲେ ଯୋଗ କେନ୍ଦ୍ର ସଦସ୍ୟ ।
ଭ୍ବନେଶ୍ୱର – ବ୍ରହ୍ମେଶ୍ୱର ଯୋଗକେନ୍ଦ୍ର ର ସଦସ୍ୟ ମାନେ ମଙ୍ଗଳବାର ଦିନ ବ୍ରହ୍ମେଶ୍ୱର ହାଟ ନିକଟରେ ଅସହ୍ୟ ଗରମ ଯୋଗୁଁ ଜନସାଧାରଣ ଙ୍କୁ ଦହି ସର୍ବତ ବାଣ୍ଟିଥିଲେ ।
ଇଞ୍ଜିନିୟର ଜଗନ୍ନାଥ ସେନାପତି ଙ୍କ ତତ୍ୱାବଧାନ ରେ ଯୋଗ କେନ୍ଦ୍ର ର ସଦସ୍ୟ ଇଞ୍ଜି ନିୟର ପ୍ରଦୀପ୍ତ ମିଶ୍ର , ଆଡଭୋକେଟ୍ ଆରତୀ ପଟ୍ଟନାୟକ , ତିଳୋତ୍ତମା ମହାନ୍ତି , ମାନସୀ ପଟ୍ଟନାୟକ , ନିର୍ଝରଣୀ ପାଣି ପ୍ରମୁଖ ଉପସ୍ଥିତ ରହି ଜନସାଧାରଣ ଙ୍କୁ ଦହି ସର୍ବତ ବାଣ୍ଟିଥିଲେ ।












Leave a Reply