ମାନବ ଭୁଲିଛି ତା ମାନବିକତା ଦୁନିଆଁ ବୁକୁରୁ ଆଜି ରକ୍ତ ସହ ରକ୍ତ ହୋଲି ଖେଳୁଅଛି ସ୍ବାର୍ଥର ଗୋଲାମ ସାଜି

ଛଳ କପଟକୁ ନ କଲେ ତ୍ୟାଗଆଜୀବନ ଦୁଃଖ କରିବା ଭୋଗମୋହମାୟା ଲୋଭ ଅଟଇ ପାପମୁକ୍ତିର ମାର୍ଗ ଯେ ଈଶ୍ୱର ଜପ । ଯେଉଁ ବ୍ୟକ୍ତି ସାକ୍ଷାତରେ ମିଠା…

Read More