୧୯୭୭ରେ ଜରୁରୀ କାଳୀନ ପରିସ୍ଥିତି ଉଠିବା ପରେ ଶ୍ରୀକାନ୍ତ ଜେନାଙ୍କୁ ଜନତା ଦଳରୁ ବିଧାୟକ ଟିକେଟ ଦେବାକୁ ବିଜୁ ବାବୁଙ୍କ ପାଖରେ ଅଡ଼ି ବସିଲେ ଆଶୋକ ଦାସ କିନ୍ତୁ ବିଜୁ ବାବୁ ଇଙ୍ଗିତ ଦେଇଥିଲେ ଶ୍ରୀକାନ୍ତ ଅନଭିଜ୍ଞ… ତାପରେ

Spread the love

୧୯୭୭ରେ ଜରୁରୀକାଳୀନ ପରିସ୍ଥିତି ଉଠିବା ପରେ ଶ୍ରୀକାନ୍ତ ଜେନାଙ୍କୁ ଜନତା ଦଳରୁ ବିଧାୟକ ଟିକେଟ ଦେବାକୁ ବିଜୁ ବାବୁଙ୍କ ପାଖରେ ଅଡ଼ି ବସିଲେ ଆଶୋକ ଦାସ!
ସେଥର ପାଟକୁରାରୁ ଟିକେଟ ପାଇଥିବା ଶିକ୍ଷକ ତଥା ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କୁ ଅସୁସ୍ଥତା ପାଇଁ ଟିକେଟ ନ ନେଇ ବରଂ ଖଦୀ ବୋର୍ଡ ଚେୟାରମ୍ୟାନ ପଦ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଲେ!

Oplus_131072

କଥାବାର୍ତା ବେଳେ ବିଜୁ ବାବୁ ଇଙ୍ଗିତ ଦେଇଥିଲେ: ଶ୍ରୀକାନ୍ତ ଅନଭିଜ୍ଞ। ତେବେ ରାଜକିଶୋର ନାୟକଙ୍କୁ ମଙ୍ଗେଇ ପାରିଲେ,
ପହିଲି ମଲ୍ଲିକଙ୍କୁ ପାଟକୁରା ଆଣି ଶ୍ରୀକାନ୍ତକୁ ବରୀ-ଡେରାବିଶ ସିଟ ଦିଆଯାଇପାରେ!

ମୂଳ: ଓଡ଼ିଶା ରାଜନୀତି ରଙ୍ଗମଞ୍ଚର ଦଧୀଚି (ମାଟିର ଗାନ୍ଧୀ; ଲେ: ହେମନ୍ତ କୁମାର ଦାସ)

ପୁସ୍ତକ: ମୋ ଜୀବନ ମୋ ସମୟ (ଅତନୁ ସବ୍ୟସାଚୀ)

Leave a Reply

Your email address will not be published. Required fields are marked *