‘ଓଡ଼ିଶାରେ ଯେଭଳି ଚାନ୍ଦା ଆଦାୟ ହେଉଛି, ଅନ୍ୟଠି ହୋଇନାହିଁ। ଦଳୀୟ ଚାନ୍ଦା ପ୍ରକାଶ୍ୟରେ ସରକାରଙ୍କଠାରୁ ନେଲେ ଭଲ ହୁଅନ୍ତା’

– ଡ. ହରେକୃଷ୍ଣ ମହତାବ (1966)
ପୁସ୍ତକ: ଗାଁ ମଜଲିସ୍ (ଚତୁର୍ଥ ଖଣ୍ଡ, ପୃଷ୍ଠା-63)
ହରେକୃଷ୍ଣ ମହତାବ ଜଣେ ଲେଖକ ଓ ଭାରତୀୟ ଜାତୀୟ କଂଗ୍ରେସ ନେତା ଥିଲେ। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୧୯୪୬-୫୦ ଯାଏଁ କାମ କରିଥିଲେ। ସେ ଉତ୍କଳ କେଶରୀ ନାମରେ ମଧ୍ୟ ଜଣାଶୁଣା
ହରେକୃଷ୍ଣ ମହତାବ ଙ୍କ ଜନ୍ମ ୧୮୯୯ ମସିହା ନଭେମ୍ବର ୨୧ ତାରିଖ ଦିନ ଭଦ୍ରକ ଜିଲ୍ଲାର ଆଗରପଡ଼ା ରେ ହୋଇଥିଲା। ସେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପରିଣତ ହେବା ପରେ, ଓଡ଼ିଶାରେ ଗଡ଼ଜାତ ରାଜ୍ୟ ମିଶି ନ ଥିଲେ କ୍ଷେତ୍ରଫଳ ମାତ୍ର ୮୩, ୩୯୨ ବର୍ଗ କିଲୋମିଟର ଥିଲା। ସେ ସ୍ୱାଧୀନତା ପୂର୍ବରୁ ଓ ପରେ ଓଡ଼ିଶାର ନେତୃତ୍ୱ ନେଇଥିଲେ
ତାଙ୍କର ଅବଦାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ ଡକ୍ଟର ହରେକୃଷ୍ଣ ମହତାବ। ତାଙ୍କ ସଂଗ୍ରାମମୟ ବୈପ୍ଳବିକ ଭୂମିକା ଇତିହାସ ରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ












Leave a Reply