YouTube, Instagram page ଖୋଲି ଅନେକ ଲୋକ ବଞ୍ଚୁଚନ୍ତି। ସେମାନେ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର।
୧୯୫୭ର କପି ରାଇଟ ଆକ୍ଟ ତିଆରି ବେଳେ ଇଣ୍ଟରନେଟ, ୟୁଟ୍ୟୁବ (ଗୁଗୁଲ), ଇନଷ୍ଟାଗ୍ରାମ (ଫେସବୁକ/ମେଟା) ଆସିନଥିଲା।
ଅନ୍ୟର ୨/୩ ସେକେଣ୍ଡର ଭଏସ/ ଭିଡିଓ ବ୍ୟବହାର ପାଇଁ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟରଙ୍କ ବର୍ଷ ବର୍ଷର ବୌଦ୍ଧିକ ସମ୍ପତ୍ତିକୁ ଷ୍ଟ୍ରାଇକ ମାରି ଉଡ଼ାଇ ନଦିଆଯାଉ।
Copyright ଆଇନ ସଂଶୋଧନ ହେଉ, ଆଇନ କାହାକୁ ଉଡ଼ାଇବ ସ୍ଥିର କରୁ, ଆଲଗୋରିଦମ ନୁହେଁ- ରାଘବ ଚଢ଼ା, ରାଜ୍ୟସଭା ସାଂସଦ












Leave a Reply