Spread the love

ନବୀନସରକାରକୁଓପାଡ଼ିଫିଙ୍ଗନ୍ତୁ: ଶାହ
ସୋନପୁର ସଭାରେ ଆସୁ ଆସୁ ଗର୍ଜିଲେ ଅମିତ ଶାହ । ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର କରିବା କହିଲେ ଶାହ। ଓଡ଼ିଶାର ଭାଷା, ସଂସ୍କୃତି ଗୌରବ ପାଇଁ ବିଜେପି ସରକାର ବନିବା ଦରକାର। ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛି ଏଠା ସରକାର ।
୫ବର୍ଷରେଓଡ଼ିଶାକୁ୧ନମ୍ବରକରିବୁ’!.

ସୋନପୁର ସଭାରେ ଆସୁ ଆସୁ ଗର୍ଜିଲେ ଅମିତ ଶାହ
ନବୀନଙ୍କ ୨୦ ବର୍ଷରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି
ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି
ଓଡ଼ିଶାକୁ ବିକାଶ, ସମୃଦ୍ଧଶାଳୀ କରିବାର ସମୟ ଆସିଛି!.
ନବୀନ ବାବୁଙ୍କୁ ୨୫ ବର୍ଷ ଦେଇଛନ୍ତି, ବିଜେପିକୁ ୫ ବର୍ଷ ଦିଅନ୍ତୁ!.
୫ ବର୍ଷରେ ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବୁ- ଶାହ
ଆପଣଙ୍କର ଓ ମହାପ୍ରଭୁଙ୍କର ଆଶୀର୍ବାଦ ଦରକାର
ଲୋକସଭା ସହ ଓଡ଼ିଶା ବିଧାନସଭାରେ ବହୁମତ ଦରକାର!.
୨୦ରୁ ଅଧିକ ଲୋକସଭା ଜିତି ମୋଦିଙ୍କୁ ୩ୟ ଥର ପ୍ରଧାନମନ୍ତ୍ରୀ କରିବା
ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ନିଅନ୍ତୁ- ଶାହ!.
ମୋଦିଙ୍କ ସବୁ ଯୋଜନା ନିଜ ନାଁରେ କରିଛନ୍ତି ରାଜ୍ୟ ସରକାର’!.

-ଦଳୀୟ କାର୍ଯ୍ୟକର୍ତ୍ତା ବୈଠକରେ ଅମିତ ଶାହ
-ସୋନପୁରରୁ ଫେରି ସିଧା ବୈଠକକୁ ଗଲେ ଶାହ
-ଭୁବନେଶ୍ୱରର ଏକ ରିସୋର୍ଟରେ କାର୍ଯ୍ୟକର୍ତ୍ତା ବୈଠକ!.

Leave a Reply

Your email address will not be published. Required fields are marked *