ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି —
” ମୁଁ ଗୁଡ ଖାଏ କିନ୍ତୁ ଗୁଡ
ବ୍ୟବହୃତ ହୋଇଥିବା
ଗୁଲଗଲା ସ୍ୱାସ୍ଥ୍ୟପାଇଁ ଖରାପ ବୋଲି ବି କହେ”
ମୁଁ ” ଆମିଷଦ୍ରବ୍ୟ ଭକ୍ଷଣ” ର ଘୋର ବିରୋଧୀ କିନ୍ତୁ ମାଛଚାଷ କରେ/ ମୋର କୁକୁଡା ପାଳନ ଓ ଗୋମାଂସ ବିକ୍ରି ସଂସ୍ଥା ବି ଅଛି।
(ଉପର କାର୍ଟୁନ:-
ମୁଁ ସଂପୂର୍ଣ୍ଣ ନିରାମିଶାଷି ହୋଇଥିବାରୁ ଆପଣମାନଙ୍କୂ
ଗ୍ୟାରେଣ୍ଟି ଦେଉଛି ଯେ ମୋ ଶାସନରେ ଆପଣମାନେ ସଂପୂର୍ଣ୍ଣ ସୁରକ୍ଷିତ। ତେଣୁ ସମସ୍ତେ କେବଳ ମୋତେ ଭୋଟ ଦିଅନ୍ତୁ । )