ଶିଶୁ ଅନନ୍ତ ଆଶ୍ରମ ସନ୍ଥ ବାବା ବଳିଆ ଙ୍କ ଶିଷ୍ୟ ବାବା ନିର୍ମଳ ଙ୍କ ଗତ 4’11’2025ରିଖରେ ଚତୃଦଶୀ ତିଥିରେ ଦେହାନ୍ତ ହୋଇ ଥିଲା ସେହି ଉପଲକ୍ଷେ ଅକୋଇଶି ଦିବସ କରାଗଲା
କେନ୍ଦ୍ରାପଡ଼ା : (ଦର୍ଶନ ସମୀକ୍ଷା) ରତ୍ନାକର ପରିଡା
ଡେରାବିଶ ପଲେଇ ପଂଚାୟତ ପଲେଇ ଗ୍ରାମ ରେ ଜନ୍ମ ସ୍ଥାନରେ କନକ ଦୃଗାଁ ପିଠ ରେ ପାଳନ କରାଗଲା ବାବା ଜଣେ ବହୁତ ମିଷ୍ଟ ଭାସୀ ସେହିଁ ମିଳାପି ମିଜାସର ବ୍ୟକ୍ତିତ୍ୱ ଥିଲେ ବାବା ଙ୍କ ନାମ ଯେମିତି ନିର୍ମଳ କାମ ମଧ୍ୟ୍ୟ ସେମିତି ନିର୍ମଳ ଥିଲା ବାବା ଆଶ୍ରମରେ ଅତି ପ୍ରିୟ ଥିଲେ ଆମ ଅଞ୍ଚଳ ଓ ଆଶ୍ରମରେ ବାବା ଙ୍କ ଦେହାନ୍ତ ଖବର ଶୁଣି ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇ ଥିଲା ବାବା ବ୍ରେନ ଷ୍ଟୋକରେ ପୀଡିତ ହୋଇ 75ବର୍ଷ ରେ ଦେହ ତ୍ୟାଗ କଲେ ବାବାଙ୍କ ଅକୋଇଶି ଦିବସରେ ବାବା ମାନଙ୍କ ଦ୍ଵାରା ବିଗ୍ରହ ପୂଜା, ଗୀତାପାଠ, ପ୍ରବଚନ, ଶ୍ଳୋକ, ଭଜନକୀର୍ତ୍ତନ, ବହୁ ଆଡମ୍ବରରେ ବାବା ପର୍ଶୁରାମ ଦାସ ଅରିଲୋ ଆଶ୍ରମ, ବାବା ଇନ୍ଦ୍ରମଣି ଦାସ ଅରିଲୋ ଆଶ୍ରମ, ବାବା ନାରାୟଣ ଦାସ ଅରିଲୋ ଆଶ୍ରମ, ବାବା ବାବାଜୀ ଦାସ ଅରିଲୋ ଆଶ୍ରମ, ଯୋଗୀ ଭକ୍ତଦାସ କିଆର ବାଙ୍କ ଆଶ୍ରମ, ବାବା ରମେଶ ଦାସ କଙ୍କି ପଡିଆ ମଠ, ବାବା ଅଜୟ ଦାସ ଓଳାଶୁଣୀ ଗୁମ୍ଫା, ମହନ୍ତ ଲକ୍ଷ୍ମୀଧର ଦାସ ବାଲିକୁଦା ଆଶ୍ରମ, ଗୌରହରି ଦାସ ସଲାର ମଠ, ମହନ୍ତ କୁଳମଣି ଦାସ ବିରସ୍ବତୀ ମଠ, ଙ୍କ ଦ୍ୱାରା ସମ୍ପନ୍ନ କରାଯାଇ ଥିଲା ଓ ବିଭିନ୍ନ ପ୍ରାନ୍ତରୁ ଶହ ଶହ ସଂଖ୍ୟାରେ ଭକ୍ତ ମାନେ ଯୋଗ ଦେଇଥିଲେ












Leave a Reply