ଡିଗ୍ରୀ, ସାର୍ଟିଫିକେଟ୍ରେ କେବଳ ବାପାଙ୍କ ନାଁ ନୁହେଁ, ମା’ଙ୍କ ନାଁ ମଧ୍ୟ ଜରୁରୀ: କୋର୍ଟ
ଦିଲ୍ଲୀ ହାଇକୋର୍ଟ ଜଣେ ଆଇନ ଛାତ୍ରଙ୍କ ଶୁଣାଣି ସମୟରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି, ଶିକ୍ଷାଗତ ପ୍ରମାଣପତ୍ର ଏବଂ ଡିଗ୍ରୀରେ ଯେଉଁଠାରେ ଅଭିଭାବକଙ୍କ ନାମ ଉଲ୍ଲେଖ କରାଯାଇଥାଏ, ସେଠାରେ ଉଭୟ ମା ଏବଂ ବାପାଙ୍କ ନାମ ସେଠାରେ ରହିବା ଉଚିତ୍। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି, କେବଳ ପିତାଙ୍କ ନାମର କ କୌଣସି ମତଲବ ନାହିଁ।