ବିଜେପି ଏକାକୀ ଲଢ଼ିବ- ମନମୋହନ
-ଗତକାଲିର କଥାକୁ ଆଜି ପୁଣି ଦୋହରାଇଲେ ମନମୋହନ ସାମଲ
-ଚାନ୍ଦବାଲିରେ ପ୍ରେସମିଟ୍ରେ ବିଜେପି ସଭାପତି ମନମୋହନଙ୍କ ଦୃଢ଼ୋକ୍ତି
-ରାଜ୍ୟରେ ବିଜେପି ଏକାକୀ ଲଢ଼ିବ କହିଲେ ମନମୋହନ ସାମଲ
-‘୧୪୭ ବିଧାନସଭା ଓ ୨୧ ଲୋକସଭାରେ ବିଜେପି ଏକାକୀ ଲଢ଼ିବ’!.
-ମେଣ୍ଟ ଶବ୍ଦ କେଉଁଠୁ ଆସିଲା , କିଏ ବାହାର କରିଛି ପଚାରିଲେ ମନମୋହନ
-ଆପଣ ଚାନ୍ଦବାଲିରୁ ପ୍ରାର୍ଥୀ ହେବେ କି ପ୍ରଶ୍ନରେ ମନମୋହନଙ୍କ ଉତ୍ତର
-ଦଳର ସଂସଦୀୟ କମିଟି ନିଷ୍ପତ୍ତି ନେଲେ ମୁଁ ନିଶ୍ଚିତ ଲଢ଼ିବ ବୋଲି କହିଲେ!.
