କେନ୍ଦ୍ରାପଡ଼ା -=ରତ୍ନାକର ପରିଡା (ଦର୍ଶନ ସମୀକ୍ଷା)
ଡେରାବିଶ ବ୍ଲକ ପଳେଇ ପଂଚାୟତ ଛତିଶ ଖଣ୍ଡ ମୌଜାର ଆରାଧ୍ୟ ଦେବତା ବାବା ମଲ୍ଲିକେଶ୍ୱର ମହାଦେବ ଙ୍କ ପୀଠରେ ତ୍ରିଶତୀତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ତ୍ତିକ ଶୁକ୍ଳ ଦ୍ଵିତୀୟା ଗୁରୁବାର ତା 23’10’2025ଠାରୁ ତା 31’10’2025ରିଖ ପର୍ଯ୍ୟନ୍ତ ନଅ ଦିନ ବ୍ୟାପି ଅନୁଷ୍ଠିତ ହୋଇ ଯାଇଛି
ତା 22’10’2925ରିଖରେ
ଆମ ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଘୁନାଥ ଜୀଉ ଅସୁରେଶ୍ୱର ଆଜ୍ଞା ମାଳ ଆନୟନ ଯାତ୍ରା ବିରାଟ ପଟୁଆରରେ ବାଜା ଘଣ୍ଟ ଶଙ୍କ ଧ୍ଵନିରେ ଆଧ୍ୟାତ୍ମିକ ପରିବେଶ ସ୍ୱଷ୍ଟି ହୋଇ ଥିଲା
ଗୁରୁବାର ପ୍ରାତଃ ସମୟରେ କଳସାଧୀବାସ, ସୂର୍ଯ୍ୟ ପୂଜା, ଗୋପୁଜା, ଓ ଶ୍ରୀ ବିଗ୍ରହଙ୍କ ପୂଜାର୍ଚନା କରାଯାଇଥିଲା ଓ ନଅ ଦିନ ପ୍ରତ୍ୟହ ପାରାୟଣ ଗୀତାପାଠ,ଚାଳିଶା ପାଠ, ବ୍ୟାସ କଥନ, ପ୍ରବଚନ, ଅନୁଷ୍ଠିତ ହୋଇ ଯଂଜ୍ଞରମ୍ଭ ଓ ପୂର୍ଣ୍ଣାହୁତି କାର୍ଯ୍ୟ ଶେଷ ଦିବସରେ ସମାପନ କରାଯାଏ
ବ୍ୟାସ ପଣ୍ଡିତ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ର
ଆଚାର୍ଯ୍ୟ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ଦାଶ ବ୍ରହ୍ମା ଶ୍ରୀଯୁକ୍ତ ପ୍ରଶାନ୍ତ ରଥ ପରିଚାଳନା କରୁଥିଲେ
ପ୍ରବଚକ ଉଦଘାଟକ ବ୍ରହ୍ମଚାରି ସତ୍ୟ ଚୈତନ୍ୟ ଦାସ ଓ ପଣ୍ଡିତ ବସନ୍ତ ମଙ୍ଗରାଜ, ସନ୍ଥ ପୁରୁଷୋତ୍ତମପୁର ଦାସଜି ମହାରାଜ, ପବଚନ ପାଠ ରାତ୍ର ବାର ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ କରାଯାଇ ନୀତିକ୍ରାନ୍ତି ସମାପନ କରାଯାଏ ପ୍ରତ୍ୟେକ ପ୍ରସାଦ ସେବା କରାଯାଇ ଥାଏ ଶହ ଶହ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇ ଥାଏ ଏହି କାର୍ଯ୍ୟକୁ ମଲ୍ଲିକେଶ୍ୱର ଶ୍ରୀରାମଚରିତ ମାନସ ପରିଷଦର କର୍ମ କର୍ତ୍ତା ଓ ସଭ୍ୟ ସଭ୍ୟା ସମାପନ କରାଯାଏ












Leave a Reply