ବାସ୍ତବରେ କର୍ମଯୋଗ କାହାକୁ କୁହାଯାଏ,, ଯୋଉ ମଣିଷ ଯୋଉ କାମ କରୁଥାଉ ସେଥିରେ ଯଦି ଉଚିତ ଧ୍ୟାନ ଲଗେଇପାରେ ନିଶ୍ଚିତ ଦିନେ ସଫଳତା ପାଇବା ସହିତ ଆତ୍ମ ସନ୍ତୋଷ ଲାଗିପାରେ,, ଏହାକୁ ଭାଗବତ ଗୀତରେ ଅତି ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରାଯାଇଛି, ଗ୍ରନ୍ଥମାନଙ୍କରେ ପ୍ରାୟ କର୍ମଯୋଗର ବିବେଚନା ଦେଖାଯାଏ ନାହିଁ,, ଅଥବା ବୁଝିବାକୁ ସମୟ ଲାଗେ, ଖାଲି ଅଧୟନ କଲେ କିଛି ଫଳ ମିଳେନା ଏହାକୁ ସିଦ୍ଧାନ୍ତ ରୂପେ ନେଲେ ହିଁ ସଫଳତା ଅନୁଭବ ହୁଏ,, ଛାଡ଼ନ୍ତୁ ସିଧା କାହାଣୀକୁ ଆସିବା,, କେମିତି ଦିନେ ଗୋଟିଏ ଦେଶରେ ଦୁଇ ଜଣ ପୋଲିସ ଅଫିସର କିଛି ନୂଆ ଜିନିଷ କରିବା ପାଇଁ ନିଜ ନିଜ ପଦ୍ଧତି କୁ ବଡ଼ ବଡ଼ ଅଫିସର ମାନଙ୍କ ପାଖରେ ଉପସ୍ଥାପନା କରନ୍ତି, ଓ ବଡ଼ ଅଫିସର ଶୁଣି useles ବୋଲି କୁହନ୍ତି,, କିନ୍ତୁ ଦିନ ଆସେ ସେମାନେ କରିଦେଖାନ୍ତି,,, ଘଟଣା 1986 ମସିହାରେ ଘଟିଥିଲା ଆମେରିକା ର ମେସିଗନ ସିଟି ରେ, ଏକ ଏରିଆ ଅଛି (ଆବାସୋ) ସେଇ ଆବାସୋ ସହରରେ ଜେନରାଲ ମୋଟର୍ସ କମ୍ପାନୀ ଥାଏ,, କିନ୍ତୁ ଧୀରେ ଧୀରେ ସେ କମ୍ପାନୀ ବନ୍ଦ ହେଇଯାଏ,, ଅଧିକାଂଶ ଲୋକମାନେ ରୋଜଗାର ଅଭାବରୁ ଚୋରି ଡକାୟତି କରିବା ସହିତ ଡ୍ରଗ୍ସ କାରବାର ବି ଜୋରସୋର ରେ କରନ୍ତି,, ସ୍ଥାନୀୟ ପୋଲିସ ବି ନାକେଦମ,, ସହରରେ ନିଶାଡୀ ପ୍ରବଳ ହେଲେଣି,,ଗିରଫ କରିବା କେତେ, ଅନେକ ଲୋକ ସେଇ ବେପାରରେ ଅଛନ୍ତି ଓ ବହୁତ ଦୋକାନ ରେ ମିଳିଲାନି,,, ପୋଲିସ ମିଟିଙ୍ଗ କଲେ,, ପ୍ରଥମ ବିଷୟ ହେଲା ସହରରେ କିଏ କିଏ ଡ୍ରଗ୍ସ ବିକୁଛନ୍ତି, ଆଉ କୋଉଠି ତାକୁ ଜାଣିବା ଜରୁରୀ, ପୋଲିସ ଅଫିସର ମାନଙ୍କ ଭିତରେ ଥିଲେ ଦୁଇଜଣ ସିଦ୍ଧହସ୍ତ ଗୋଇନ୍ଦା ପୋଲିସ, ନାଁ (ଲେସି ବ୍ରାଉନ) ଓ (ଡେବି ୱାଇଲିଅମ) ସେ ଦୁଇଜଣ ଆଗରୁ ଆମେରିକା ର ଅନ୍ୟ ସହର ମାନଙ୍କରେ ଅନେକ ଗୁପ୍ତ ଅପରେସନ କରି ବହୁତ ଅପରାଧୀ ମାନଂକୁ ଜେଲରେ ପୁରେଇଛନ୍ତି,,, ମିଟିଙ୍ଗ ରେ ନିଷ୍ପତି ନିଆହେଲା ୟେ ଦୁଇଜଣ ନେବେ ପୁରା ସହରର ଡ୍ରଗ୍ସ ଅପରାଧୀ ମାନଂକୁ ଧରିବା,, କାରଣ ଏମାନେ ପୋଲିସ ହେଲେବି କେବେ ପୋଲିସ ଡ୍ରେସ ପିନ୍ଧିବା କେହି ଦେଖିନାହାନ୍ତି ଆରମ୍ଭ ହେଲା ପ୍ଲାନ, ଡେବି ମହିଳା ଓ ବ୍ରାଉନ ଯୁବକ,, ଦୁଇଜଣ ପ୍ରଥମେ ସାହରେ ନିଜେ ଡ୍ରଗ୍ସ କିଣିଲେ, ଧୀରେ ଧୀରେ ସହରର ଅନେକ ଡ୍ରଗ୍ସ ଡିଲର ମାନଙ୍କ ସାଙ୍ଗରେ ମିଶିଲେ ସମସ୍ତେ ଜାଣିଲେ ଏମାନେ ପ୍ରେମୀ ଯୁଗଳ ତେଣୁ ଏମାନଂକୁ ସବୁ ଜଗା ଯୋଉଠି ଡ୍ରଗ୍ସ ବିକ୍ରି ହୁଏ ଓ କିଏ କିଏ କିକ୍ରି କରନ୍ତି ଦୁଇ ମାସ ଭିତରେ ସବୁ ଜାଣିଗଲେଣି,, ପୁଣି ଶେଷ ପୋଲିସ ମିଟିଙ୍ଗ ହେଲା, ନିଷ୍ପତି ନିଆଗଲା ହେବ ବାହାଘର, ବର ହେବେ ବ୍ରାଉନ ଓ କନ୍ୟା ଡେବି ୱାଇଲିଅମ, ଓ ବରଯାତ୍ରୀ ମଧ୍ୟରେ ରହିବେ ବଛା ବଛା ପୋଲିସ,, ଦିନ ଧାର୍ଯ୍ୟ ହେଲା 4ସେପ୍ଟେମ୍ବର 1990,, ଆଠ ଦିନ ପୂର୍ବରୁ ନିମନ୍ତ୍ରଣ କାର୍ଡ ବାଣ୍ଟିଲେ ବର କନ୍ୟା ସବୁ ଡ୍ରଗ୍ସ ସିଣ୍ଡିକେଟ ମାନଂକୁ,, ଓ ସମସ୍ତଙ୍କୁ କହିଲେ ୟେ ବାହାଘର ରେ ସମସ୍ତ ଡ୍ରଗ୍ସ ଵାଲା ହିଁ ରହିବେ,, ସମସ୍ତେ ରାଜି, ଯାହାହେଉ ଦୁଇ ଜଣ ବିଭା ହେଇଗଲେ,, ଧୁମ ବ୍ୟାଣ୍ଡ ପାର୍ଟିରେ ଆସିଲେ ବର ୱାଇଲିଅମ,, ବ୍ୟାଣ୍ଡ ଵାଲା ସମସ୍ତେ ପୋଲିସ,, ଦୂର ସହରର ଏକ ବଡ଼ ବ୍ୟାଣ୍ଡ ପାର୍ଟି ନାଁ (SPOC),, ସ୍ଥାନୀୟ ଆବାସୋ ସହରୀ ଲୋକ ଶୁଣିଛନ୍ତି ବଡ଼ ବ୍ୟାଣ୍ଡ ପାର୍ଟି ବୋଲି କିନ୍ତୁ କେହି ଦେଖିନଥିଲେ,, ଯାହା ହେଉ ଦେଖିଲେ ଗୁପ୍ତ ପୋଲିସ ଙ୍କ ବ୍ୟାଣ୍ଡ ବାଜା,, ଖୁବ ନିଶାରେ ମସଗୁଲ ସମସ୍ତ ଡ୍ରଗ୍ସ କାରୋବାରୀ,, ନାମୀ ଦାମୀ ହସ୍ତୀ ମାନେ ଆସିଛନ୍ତି ବାହାଘର ଭୋଜି ଖାଇବାକୁ, କିଏ ହୋଟେଲ ଚଳାଉଛି ତ କିଏ ବଡ଼ ଶିଳ୍ପପତି,, କିନ୍ତୁ ଅସଲ ବେପାର ଡ୍ରଗ୍ସ,,, ଆଙ୍ଗୁଠି ଦେବା ନେବା ସରିଲା,, ପୋଲିସ ମାନଙ୍କ ନଜର ବଡ଼ ବାବୁ କେତେବେଳେ ଆସିବେ ବଡ଼ ବାବୁ ଆସିଲେ ବଡ଼ ଗାଡ଼ିରେ ଓ ସାଙ୍ଗରେ କିଛି ଅଧିକାରୀ ଙ୍କୁ ନେଇ,, ସମସ୍ତ ପୋଲିସ ଜାଣିଥିଲେ ତାଙ୍କର ଏମାନଙ୍କ ସାଙ୍ଗରେ ଦୋସ୍ତି ଅଛି,, ଆଗରୁ ପୋଲିସ ମିଟିଙ୍ଗ ରେ ନିଷ୍ପତି ନିଆଯାଇଥିଲା ଯେ ଯେତେବେଳେ ଏକ ଗୀତ ବାଜିବ ସେତେବେଳେ ସମସ୍ତେ ଜାଣିବେ ଅପରେସନ ଆଲର୍ଟ ଟାଇମ ଆସିଲା ଓ ତୁରନ୍ତ ଆକ୍ସନ,,, ବାହାଘର ରେ ଯୋଗ ଦେଇଥିଲେ 100 ରୁ ଉର୍ଦ୍ଧ ଡ୍ରଗ୍ସ ବେପାରୀ,,, ଗୀତ ବାଜିଲା ( i ଫାଇଟ ଦି law, ଆଣ୍ଡ ଆଇ win the law ) ସମସ୍ତ ପୋଲିସ ବାହାର କଲେ ବନ୍ଧୁକ,, ଓ କହିଲେ ୟୁ ଆର ଅଲ ଆରେଷ୍ଟ,, ମଣ୍ଡପ ଗେଟରେ ଥିଲେ ବର ବାପା ଯିଏ ସମସ୍ତ ଅତିଥି ମାନଂକୁ ଏକ ଲେଖା କାର୍ଡ ଦେଖାଉଥିଲେ, ପ୍ଲିଜ଼ ପିସ୍ଥଲ ବାହାରେ ରଖି ଆସନ୍ତୁ କାରଣ ଏହା ଆମ ସନ୍ତାନ ମାନଙ୍କ ବାହାଘର,, କିଏ ନିଜ ଗାଡି ର ତ କିଏ ବାହାରେ ଥିବା ଆଲମିରା ରେ ରଖିଦେଇ ଭିତରେ ପଶିଥିଲେ,, ବରର ବାପା ଥିଲେ ଆଉ ଏକ ସହରର ଅବସର SP ଶାହବ,, ବର କନ୍ୟା ଙ୍କ ପିତା ମାତା ବି ଥିଲେ କୋଉ କୋଉ ସହରର ଅବସର ପୋଲିସ ମୁଖିଆ,, ଯାହା ଖବର ଅଛି ପୃଥିବୀରେ ଯେତେ ପୋଲିସ ଅପରେସନ ଆଜିପଯ୍ୟନ୍ତ ହେଇଛି ଏକା ଏକ ନମ୍ବର ଅପରେସନ,, ସିଧା ଧରାପଡ଼ିଲେ 86 ଜଣ ଏକାଥରକେ,, ଅପରେସନ ରେ କିଛି ଅବସର ଆର୍ମି ଅଫିସର ମଧ୍ୟ ଥିଲେ ଯିଏ ପ୍ରଚୁର ମଦ ପେଟି ଆଣିଥିଲେ ଆର୍ମି କେଂଟିନରୁ,,,, ତେଣୁ ସିଦ୍ଧାନ୍ତ ଓ କର୍ମଯୋଗ ବିଷୟରେ ଭାଗବତ ଗୀତାରେ ସମସ୍ତ ଅତି ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଛି,