Spread the love

କଟକ ନୂଆ-ଓ କାର୍ଯ୍ୟକ୍ରମରେ ଟାସ୍କ ଦେଲେ ଭିକେ ପାଣ୍ଡିଆନ.
ସର୍ବାଧିକ ବ୍ୟବଧାନରେ ଜିତିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନାଇବେ କହିଲେ.
୨୦୧୪ ଓ ୨୦୧୯ରେ କିଏ କେତେ ମାର୍ଜିନରେ ଜିତିଥିଲେ , ଜାଣିଛି’.
୨୦୨୪ରେ ରେକର୍ଡ ମାର୍ଜିନରେ ଜିତିବାକୁ ଆଶା କରୁଛି’!.
ବିଜେଡ଼ି ଜିତିବା ନିଶ୍ଚିତ , କେତେ ମାର୍ଜିନରେ ଜିତିବେ ଗୁରୁତ୍ୱପୂର୍ଣ୍ଣ’.
ଯିଏ ସର୍ବାଧିକ ମାର୍ଜିନରେ ଜିତିବେ , ତାଙ୍କୁ ନବୀନ ନିବାସ ଡାକିବି’.
ନବୀନ ନିବାସ ଡାକି ମୁଖ୍ୟମନ୍ତ୍ରୀଙ୍କ ସହ ପରିଚୟ କରାଇବି’.
ସେମାନଙ୍କର ଯେଉଁ କାମ ଅଛି ତାକୁ ଜୋରଦାର କରାଯିବ’!.

Leave a Reply

Your email address will not be published. Required fields are marked *